ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ହ୍ବାଟସଆପ୍ ବ୍ୟବହାର କରୁଥିବା ବେଳେ କରୁଛନ୍ତି କି ଏଭଳି ଭୁଲ ? ଦିଲ୍ଲୀର ଜଣେ ବ୍ୟକ୍ତି ହରାଇଲେ ୧ କୋଟି ଟଙ୍କା

ନୂଆଦିଲ୍ଲୀ,୨୨।୫:  ହ୍ବାଟସଆପ୍‌ ଲୋକପ୍ରିୟତା କାହାକୁ ଅଛପା ନାହିଁ, କିନ୍ତୁ ଜଣେ ବ୍ୟକ୍ତି ପାଇଁ ଏହି ମେସେଜିଂ ଆପ୍ ଚଳାଇବା ଖୁବ୍ ଭାରି ପଡିଛି। କେବଳ ସେତିକି ନୁହେଁ ଜଣେ ବ୍ୟକ୍ତି ନିଜର ୧ କୋଟି ଟଙ୍କା ହରାଇଛନ୍ତି। ଦିଲ୍ଲୀରୁ ଆସିଛି ଏକ ସାଇବର ଫ୍ରଡ୍ ମାମଲା, ଯେଉଁଠି ଉତ୍ତର ପଶ୍ଚିମ ଦିଲ୍ଲୀରରେ ରହୁଥିବା ଜଣେ ବ୍ୟକ୍ତି ୧ କୋଟି ଟଙ୍କା ହରାଇ ଦେଇଛନ୍ତି। ଏହି ସାଇବର ଫ୍ରଣ୍ଡର ଆରମ୍ଭ ଏକ ହ୍ବାଟସଆପ୍ ଗ୍ରୁପ୍ରୁ ହୋଇଛି। ଏହି ସୂଚନା ଗଣମାଧ୍ୟମ ନିକଟରୁ ମିଳିଛି। 

ଅଭିଯୋଗକାରୀ ପୋଲିସକୁ କହିଛି ସେ ଏକ ହ୍ବାଟସଆପ୍ ଗ୍ରୁପ ସହିତ ଯୋଡି ହୋଇ ରହିଥିଲେ। ଏହି ଗ୍ରୁପ୍ରେ ଦାବି କରାଯାଇଥିଲା ସେ ଏକ ଅଫ୍ଲାଇନ୍ ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଗ୍ରୁପରେ ଅଛନ୍ତି। ଆରମ୍ଭରୁ ଏଥିରେ ୧୫୦ ଲୋକ ଥିଲେ। ଗ୍ରୁପ୍ରେ ଷ୍ଟକ ମାର୍କେଟ ଓ ସେୟାର ମାର୍କେଟିଂ ସମ୍ପର୍କିତ ଟିପ୍ସକୁ ସେୟାର କରାଯାଉଥିଲା।

ପୋଲିସ ସିନିୟର ଅଫିସର କହିଛନ୍ତି, ଭିଟିକ୍ସର ଭରସା ଜିତିବା ପରେ, ତାକୁ ସେୟାର ମାର୍କେଟ ଓ ଷ୍ଟକ ମାର୍କେଟର କିଛି ଇନଭେଷ୍ଟର ଟିପ୍ସ ଦିଆଯାଇଥିଲା। ଏହାପରେ ଭିକ୍ଟିମ୍ ହାଇ ରିଟର୍ଣ୍ଣ ଲୋଭରେ କଛି ଇନଭେଷ୍ଟମେଣ୍ଟ କରିଥିଲେ। ଜାନୁଆରୀରେ ବ୍ୟକ୍ତି ଜଣକ ୫୦ ହଜାର ଟଙ୍କା ଦେଇଥିଲେ, କିନ୍ତୁ ଅଭିଯୁକ୍ତ ତାକୁ ଆହୁରି ଅଧିକ ଟଙ୍କା ଲଗାଇବାକୁ କହିଥିଲା। ପୁଣିଥରେ ଅଭିଯୁକ୍ତ ଜାଲରେ ଫଶି ସେ ଅଧିକ ଟଙ୍କା ଇନଭେଷ୍ଟ କରିଥିଲେ। ଏହାପରେ ଟଙ୍କା ବାହାର କରିବା କଷ୍ଟକର ହୋଇପଡିଥିଲା।

ଟଙ୍କା ବାହାର କରିବା ବେଳେ ସ୍କାମର ପୀଡିତଙ୍କୁ ଅଧିକ ଟଙ୍କା ଡିମାଣ୍ଡ କରିଥିଲା। ଏହାପରେ ଭିକ୍ଟିମ୍ ଟୋଟାଲ ୧.୧୩ କୋଟି ଟଙ୍କା ଇନଭେଷ୍ଟ କରିଥିଲା। ପରେ ଜଣାପଡିଥିଲା ସେ ସାଇବର ଫ୍ରଡର ଶିକାର ହୋଇଛନ୍ତି। ପୋଲିସ ପୁରା ମାମଲାର ସୂଚନା ଦେଇଥିଲା ଓ ତା’ର ଅଭିଯୋଗ ମଧ୍ୟ ଦାଖଲ କରିଥିଲା। ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ପୀଡିତ ଲଗାତାର ଇନଭେଷ୍ଟମେଣ୍ଟ କରୁଥିଲେ ଓ ଏହି ଖେଳ ପ୍ରାୟ ୫୫ ଦିନ ପର୍ଯ୍ୟନ୍ତ ଚାଲିଥିଲା। ପୋଲିସ କହିଛି, ସବୁ ଟ୍ରାଞ୍ଜାକସନ୍ ଅନଲାଇନ ହୋଇଛି। ପୀଡିତଙ୍କୁ ଏକ ଫେକ ଓ୍ବେବପେଜ୍ରେ ଫେକ୍ ପ୍ରଫିଟ୍ ଦେଖାଯାଇଥିଲା, ସେଠାରେ ଇନଭେଷ୍ଟମେଣ୍ଟର ପ୍ରଫିଟ୍ ପ୍ରାୟ ୭.୪ କୋଟି ରଖା ଯାଇଥିଲା। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.