ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ବେଆଇନ ଗୋ ଚାଲାଣ ଅଭିଯୋଗରେ ୬ଗିରଫ

Published By : Prameya | March 26, 2025 9:10 PM

କେନ୍ଦୁଝର ସଦର,୨୬/୩ :  କେନ୍ଦୁଝର ସଦର ଥାନା ଅନ୍ତର୍ଗତ ନୂଆଗାଁ ବିଲ ନିକଟରୁ ୨୪୩ଟି ଗୋରୁ ସମେତ ବ୍ୟବହୃତ (ଓଡି-୧୪-ଆର-୬୧୮୩) ବୋଲେର ଓ ୬ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ। ବେଆଇନ ଗୋଚାଲାଣ ଅଭିଯୋଗରେ ଆଜି ପୋଲିସ ଏକ ମାମଲା ରଜୁ କରି ଗିରଫମାନେ ହେଲେ ଅରୁଣ କୁମାର ବେହେରା (୩୫) , ପାଣୁ କିଶାନ (୨୪) କାଙ୍ଗାଳି ଗିରି (୫୦) , ସରୋଜ ମହାକୁଡ଼ (୨୫), ମେଘନାଦ ପାତ୍ର (୩୭), ସୁବ୍ରତ କୁମାର ପଲେଇ (୨୦) । 

ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ବିଳମ୍ବିତ ରାତି ୩ଟାବେଳେ ନୂଆଗାଁ ଦେଇ ଗୋରୁ ମାନଙ୍କୁ ଲୋକମାନଙ୍କ ସାହାଯ୍ୟରେ ଘଉଡ଼େଇ ନେଇଥିବାବେଳେ ହିନ୍ଦୁ ଜାଗୃତିମଞ୍ଚର ସଦସ୍ୟମାନେ ଗୋରୁ ସହିତ ୬ଜଣଙ୍କୁ ଅଟକ ରଖିଥିଲେ । ଜବତ ଗୋରୁଙ୍କୁ ଥାନାକୁ ଅଣାଯାଇଥିବାବେଳେ ତୁରନ୍ତ ଗୋ ଶାଳାକୁ ପଠାଯିବ ବୋଲି ପୋଲିସ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.