ମୋହନା,୮/୪ : ମୋହନାର ୨ ଶିକ୍ଷକ ନିଲମ୍ବିତ l ପୋଲିସକୁ ଆକ୍ରମଣ ଓ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଅଭିଯୋଗରେ ନିଲମ୍ବନ କଲେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ l ଗତ ମାର୍ଚ୍ଚ ୨୧ରେ ପିଡ଼ିଏର ଗାଁରେ ଗଞ୍ଜେଇ ଚଢ଼ଉ ବେଳେ ପୋଲିସକୁ ମାଡ଼ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ ଗ୍ରାମବାସୀ l ଏହି ଘଟଣାରେ ସମ୍ପୃକ୍ତ ଥିଲେ ୨ ଶିକ୍ଷକ । ଏହା ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଛି ।

ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ, ୧...