ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଦାଦା ଆକ୍ରମଣରେ ୨ ଝିଆରି ଗୁରୁତର

ଯାଜପୁର,୧୨।୬ : ଯାଜପୁର ଦୁଇ ଝିଆରୀକୁ ଧାରୁଆ କଟୁରିରେ ଆକ୍ରମଣ କଲା ଦାଦା । ଗୁରୁତର ଦୁଇ ଝିଆରୀ   କଟକ ସ୍ଥାନାନ୍ତରିତ । ଗୁରୁତର ୨ ଜଣ ହେଲେ ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ସାଇଁ କୁଳ ଗ୍ରାମର ରାଜେନ୍ଦ୍ର ଜେନାଙ୍କ ଦୁଇ ଝିଅ  ଗୌରୀ ଜେନା (ବୟସ ୧୯), କାବେରୀ ଜେନା (ବୟସ ୧୪) ।

ଆଜି ଦୁଇ ଭଉଣୀ ଘରେ ଥିବା ବେଳେ ନିଜ ଦାଦା କୈଳାସ ଚନ୍ଦ୍ର ଜେନା   ହଠାତ ଘରେ ପଶି ଦୁଇ ଭଉଣୀ ଙ୍କୁ ଆକ୍ରମଣ କରିଥିଲେ ।ଯେଉଁଥିରେ ଦୁଇ ଭଉଣୀ କାବେରୀ ଓ ଗୌରୀ ଗୁରୁତ୍ବର ଆହତ ହୋଇଥିଲେ ।ସଙ୍ଗେ ସଙ୍ଗେ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।ସେଠାରେ ଅଧିକ ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.