ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ

ନୂଆଦିଲ୍ଲୀ ୦୨/୦୭: ଜୁଲାଇ ମାସରେ ୧୨ ଦିନ  ବ୍ୟାଙ୍କରେ କାମ ହେବନି । ଦେଶର ବିଭିନ୍ନ ସ୍ଥାନରେ ପର୍ବପର୍ବାଣୀ ସମେତ ଅନ୍ୟ ଜରୁରୀ ଦିବସ ଲାଗି ୬ ଦିନ  ବ୍ୟାଙ୍କ କାମ ହେବନି । ସେହିଭଳି ଏହି ମାସରେ ୪ଟି ରବିବାର ଏବଂ ୨ ଶନିବାର ମଧ୍ୟ ପଡୁଛି  । ଫଳରେ ଏହି ଦିନ ଗୁଡିକ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ୧୭ ଜୁଲାଇରେ ମହରମ ଯୋଗୁ  ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ବନ୍ଦ ରହିଲେ  ମଧ୍ୟ ଗ୍ରାହକ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ । ସେହିଭଳି ଜୁଲାଇରେ ୯ ଦିନ ପୁଞ୍ଜି ବଜାର ବନ୍ଦ ରହିବ । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.