ଭଦ୍ରକ, ୧୧।୮ : ଘରୋଇ କଳିକୁ କେନ୍ଦ୍ର କରି ଯୁବକ ଜଣକ ଦେହରେ ପେଟ୍ରୋଲ ଢାଳି ଆତ୍ମହୁତି ଉଦ୍ୟମ। ଏଭଳି ଘଟଣା ଦେଖିବାକୁ ମିଳିଛି ଘଣ୍ଟେଶ୍ୱର ନୂଆ ନଦୀ କୂଳରେ। ତୁରନ୍ତ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ। ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ସୂର୍ଯ୍ୟକାନ୍ତ ମହାନ୍ତି ପହଞ୍ଚି ଯୁବକ ଜଣଙ୍କୁ ଆଣି ଡାକ୍ତରୀ ମାଇନା କରି ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଯୁବକ ଘର ଭଦ୍ରକ ନଳାଙ୍ଗ ହୋଇ ଥିବା ବେଳେ ଶଶୁର ଘର ମାଣିପୁରକୁ ବୁଲିବାକୁ ଆସିଥିଲେ।

ଭୋଟର ଅଧିକାର ଯାତ୍ରାରେ ବର୍ଷିଲେ ରାହୁଲ, କହିଲେ ଅରବ...