ପ୍ରମୂଖ ଖବର
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ଗ୍ରାମରକ୍ଷୀଙ୍କ ଅଭିଯୋଗ, ଥାନା ପରିସରରେ ରହୁଥିବା ଘରୁ ବାହାର କରି ଦେଲେ ପୁଲିସ ବାବୁ

Published By : Suraj Kumar | August 9, 2025 8:54 PM

ଚାନ୍ଦବାଲି,୯।୮  : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଜଣେ ସବ୍ ଇନ୍ସପେକ୍ଟର ଥାନା ପରିସରରେ ଏକ ଗୃହରେ ରହୁଥିବା ଜଣେ ବୟସ୍କ ଗ୍ରାମରକ୍ଷୀକୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି।  ଏହି ସମ୍ପର୍କରେ ଗ୍ରାମରଖି ଜଣକ ଥାନା ପରିସରରେୁ ନିଜର ବେଡିଂପତ୍ର ଧରି ଯାଉଥିବା ବେଳେ  କାନ୍ଦି କାନ୍ଦି କହିଛନ୍ତି  । 

ଭାଗୀରଥି ମହାଳିକ ନାମକ ଜଣେ ବୟସ୍କ ଗ୍ରାମରକ୍ଷୀ ଚାନ୍ଦବାଲି ଥାନା ପରିସରରେ ଥିବା ଏକ ଗୃହରେ ଦୀର୍ଘ ୪୦   ବର୍ଷ ଧରି ରହି ଆସୁଥିଲେ। ଗ୍ରାମରକ୍ଷୀ ଜଣଙ୍କୁ ସବ ଇନ୍ସପେକ୍ଟର ଜଣକ ଅସଭ୍ୟ ଭାଷାରେ  ଗାଳିଗୁଳଜ କରିବା ସହ ଉକ୍ତ ଘରୁ ବାହାରି ଯିବା ପାଇଁ ଧମକ ଦେଇଥିଲେ  ବୋଲି ସେ ଅଭିଯୋଗ କରିଛନ୍ତି। ଉକ୍ତ ଘରେ ପୁଲିସ ଅଫିସର ଜଣକ ନିଜେ ରହିବା ପାଇଁ ଗ୍ରାମରଖିକୁ ବାହାର କରି ଦେଇଥିବା ଅଭିଯୋଗ କରି ନ୍ୟାୟ ପାଇଁ ସେ  ଦାବି କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.