ପ୍ରମୂଖ ଖବର
  • ଏସଆଇଆର ଲଢେଇ, ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିପାରେ ବିରୋଧୀ
  • ||
  • ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଜଣେ ଡିଆରଜି ଯବାନ ସହିଦ, ୩ ଗୁରୁତର
  • ||
  • ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା,ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ମୋହନା : ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୮ ସଦସ୍ୟ ଗୁରୁତର
  • ||
  • ତାମିଲନାଡୁ କପଡ଼ା ଶିଳ୍ପକୁ ଟ୍ରମ୍ପ ଟାରିଫ୍‌ ଝଟକା, ୨୦ ହଜାର ଫ୍ୟାକ୍ଟ୍ରିରେ ୩୦ ଲକ୍ଷ ଛଟେଇ ଆଶଙ୍କା
  • ||
  • ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା, ବାବର-ରିଜୱାନ ବାଦ୍, ସେପ୍ଟେମ୍ୱର ୯ରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ
  • ||
  • ବ୍ରହ୍ମପୁର : MKCG ମେଡିକାଲରେ ଅଗ୍ନିକାଣ୍ଡ, ସର୍ଟସର୍କିଟ୍‌ରୁ ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ୍ ସେକ୍ସନରେ ଲାଗିଲା ନିଆଁ
  • ||
  • ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ
  • ||
  • ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଣଭୋଜି ବେଶ, ସନ୍ଧ୍ୟା ଧୂପ ପରେ ହେବ ଅର୍ଘାସୁର ଓ ବକାସୁର ବଦ୍ଧ ନୀତି
  • ||
  • ମାଲକାନଗିରିକୁ ରେଡ୍ ଆଲର୍ଟ, ଆଜି ପାଇଁ ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ
  • ||
  • ସୋମବାର ଅବପାତ ରୂପ ନେବ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ଅତି ଭୀଷଣ ବର୍ଷା ସମ୍ଭାବନା, ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ
  • ||

ନିୟମ ଉଲଂଘନ : ୩୬ ଗାଡ଼ିକୁ ୫ ଲକ୍ଷ ୮୩ ହଜାର ଟଙ୍କା ଜୋରିମାନା

Published By : Suraj Kumar | August 7, 2025 8:48 PM

ଭଦ୍ରକ, ୭।୮ :  ଭଦ୍ରକ ଆଞ୍ଚଳିକ ପରିବହନ ବିଭାଗ , ତିହିଡି ଓ ପିରହାଟ ପୁଲିସ ମିଳିତ ଭାବେ ଗାଡି ଯାଞ୍ଚ କରି  ନିୟମ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିଛି। ମୋଟ ୩୬ଟି ଗାଡିରୁ ୫ଲକ୍ଷ ୮୩ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି । 

ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଭଦ୍ରକ  ଚାନ୍ଦବାଲି ରାଜ୍ୟ ରାଜପଥ ରେ ଯାନବାହନ ଯାଞ୍ଚ କରାଯାଇଥିଲା। ଭଦ୍ରକ ଜିଲ୍ଲା ପରିବହନ ବିଭାଗ , ତିହିଡି ଓ ପିରହାଟ ପୁଲିସର ମିଳିତ ସହଯୋଗରେ ଗାଡି ଯାଞ୍ଚ କରାଯାଇଥିଲା।  ମୋଟ  ୫ଲକ୍ଷ ୮୩ ହଜାର ଟଙ୍କାର ଜୋରିମାନା କରାଯାଇଛି । ଏହି ଯାଞ୍ଚ ସମୟରେ ମଦ ପିଇ ଗାଡି ଚଳବାଇବା ଅଭିଯୋଗରେ ଜଣେ, ବିନା ହେଲମେଟ ରେ ଗାଡି ଚାଳନା ନେଇ ୩୦ଟି ବାଇକ , ସିଟ ବେଲଟ ପିନ୍ଧି ନ ଥିବା ଅଭିଯୋଗରେ ଦୁଇ ଜଣ, ଓ ଯାତ୍ରୀ ବାହି ଗାଡି ରେ ପଣ୍ୟ ସାମଗ୍ରୀ ପରିବହନ ଅଭିଯୋଗରେ ଏହି ଫାଇନ କଟା ଯାଇଥିବା ଜଣା ପଡିଛି। ଏହି ଯାଞ୍ଚରେ ଜିଲ୍ଲା ପରିବହନର ରାସ୍ତା ସୁରକ୍ଷା ଅଧିକାରୀ ସେକ ଅବଦୁଲ ରହିମ, ଟ୍ରାଫିକ ସବ ଇନ୍ସପେକ୍ଟର ଶର୍ମିଷ୍ଠା ମିଶ୍ର, କନିଷ୍ଠ ଏମ ଭି ଆଇ ପ୍ରିୟଙ୍କା ପ୍ରଧାନ,ଅତିରିକ୍ତ ଟ୍ରାଫିକ ସବ ଇନ୍ସପେକ୍ଟର ଶ୍ୟାସୁନ୍ଦର ନାୟକଙ୍କ ସମେତ ଉଭୟ ତିହିଡି ଓ ପିର ହାଟ ପୁଲିସର କର୍ମଚାରୀ ସାଙ୍ଗକୁ ପରିବହନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.