ସୁନ୍ଦରଗଡ଼,୨୦।୫ : ବୁଥରେ ତାଲା ପକେଇଲେ ଭୋଟର। ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀ ଦର୍ଲିପାଲି ଲୋଚନ ହାଇସ୍କୁଲ୍ ରେ ୪ ଟି ବୁଥ ରହିଥିବା ଵେଳେ ୧୫୯ ନଂ ବୁଥରେ ମତଦାତା ମାନେ ଭୋଟ ଦେଇପାରିନଥିଲେ। ଅସନ୍ତୁଷ୍ଟ ଭୋଟର ଗେଟରେ ତାଲା ପକାଇ ଥିଲେ । ଗେଟ ସମ୍ମୁଖରେ ଉତ୍ତେଜନା ଦେଖା ଦେଇଛି।
ଆହୁରି ପଢନ୍ତୁ : ସ୍କୁଟିକୁ ପଛରୁ ପିଟିଲା ହାଇୱା : ମହିଳା ମୃତ, ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ