ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ରାତିଅଧରେ ଘରେ ପସି ଚୋରି କରୁଥିବା ବେଳେ ଧରାପଡିଲା ଚୋର, ପୁଲିସ ଜିମା ଦେଲେ ଗ୍ରାମବାସୀ

ସାଲେପୁର, ୧୨/୦୬ : ମଙ୍ଗଳବାର ବିଳମ୍ବିତ ରାତ୍ରରେ ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ପଶି ଜଣେ ଯୁବକ ଚୋରି କରୁଥିବା ବେଳେ ଧରାପଡିଛନ୍ତି। ଗ୍ରାମବାସୀମାନେ ଉଠିପଡିବାରୁ ଚୋରି କରୁଥିବା ଯୁବକ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଗ୍ରାମବାସୀମାନେ ଯୁବକକୁ କାବୁକରି ଗ୍ରାମ ମଝିରେ ଥିବା ଏକ ବିଦ୍ୟୁତ ଖଣ୍ଟରେ ବାନ୍ଧି ଦେଇଥିଲେ। ଏହାପରେ ପୋଲିସ ଜିମା ଦେଇଥିଲେ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଯୁବକ ଜଣକ ଗତକାଲି ରାତି ପ୍ରାୟ ୨ଟା ସମୟରେ ଗ୍ରାମରେ ପଶି ଚୋରି କରୁଥିଲା। ଗ୍ରାମବାସୀମାନେ ଉଠିପଡିବାରୁ ଯୁବକ ଜଣକ ଖସି ପଳାଇବା ପାଇଁ ଉଦ୍ୟମ କରୁଥିଲା। ଯୁବକ ଜଣକ ସପରିବାରେ ବହୁ ବର୍ଷ ହେବ ଚନ୍ଦ୍ରାଦେଇପୁର ପଞ୍ଚାୟତରେ ଘରଭଡ଼ା ନେଇ ରହିଆସୁଥିବା ବେଳ ତାର ନାମ ସମେରେନ୍ଦ୍ର ଦାଶ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.