ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରାସ୍ତା କଡ ଡିଭାଇଡରକୁ ପିଟି ହୋଇ ଜଳିଗଲା ଟେସଲା କାର୍, ୪ ମୃତ…

ନୂଆଦିଲ୍ଲୀ: ଫ୍ରାନ୍ସରେ ଏକ ଟେସଲା କାର ଦୁର୍ଘଟଣାଗ୍ରସ୍ତ ହୋଇ ନିଆଁ ଲାଗିଯିବା କାରଣରୁ ଏଥିରେ ବସିଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । ଟେସଲା କାରଟି ପ୍ରଥମେ ରାସ୍ତାର ଡିଭାଇଡରକୁ ଧକ୍କା ଦେଇଥିଲା । ଏହା ପରେ କାରରେ ହଠାତ୍ ନିଆଁ ଲାଗିଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । 

ସୋମବାର ସ୍ଥାନୀୟ ପୋଲିସ ମୁଖପାତ୍ର ଲେଫ୍ଟନାଣ୍ଟ ଏରିକ ହୋରାଉ କହିଛନ୍ତି ଯେ, ଶନିବାର ରାତିରେ ନିଓର୍ଟ ଟାଉନରେ ଏହି ଦୁର୍ଘଟଣା ଘଟିଛି । ମାମଲାର ତଦନ୍ତ ଚାଲିଛି । ଏଥିରେ କୌଣସି ସାକ୍ଷୀ ନାହାଁନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.