ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ୟୁକ୍ରେନ ଉପରେ ରୁଷର ଏୟାରଷ୍ଟ୍ରାଇକ: ୧୧ ମୃତ ,୪୦ରୁ ଅଧିକ ଆହତ

କିଏଭ୍‌,୦୮/୭: ଗତ ୨୪ ଘଣ୍ଟା ଭିତରେ  ୟୁକ୍ରେନ ଉପରେ ୫୫ଟି ଏୟାର ଷ୍ଟ୍ରାଇକ୍‌ କରିଛି  ରୁଷ । ରୁଷ ସେନା ୟୁକ୍ରେନର ବିଭିନ୍ନ ସହର  ଉପରେ ୬ଟି ରକେଟ ମାଡ଼ କରିବା ସହ ୭୦ରୁ  ଅଧିକ ଗ୍ଲାଇଡ ବୋମା ପକାଇଛି । ଏଥିରେ ୧୧  ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୪୦ରୁ ଅଧିକ  ଲୋକ ଆହତ ହୋଇଛନ୍ତି । 

ୟୁକ୍ରେନ ଅଧିକାରୀଙ୍କ  ସୂଚନା ଅନୁସାରେ ରୁଷ ରାତି ତମାମ ରହି ରହି  ପ୍ରଚଣ୍ଡ ବୋମା ମାଡ଼ କରିଥିଲା । ଉତ୍ତର ୟୁକ୍ରେନରେ  ଥିବା ଏକ ବିଦ୍ୟୁତ ଷ୍ଟେସନ ଉପରେ ବୋମା ମାଡ଼  ଯୋଗୁ ତାହା ବ୍ୟାପକ କ୍ଷୟକ୍ଷତି ହୋଇଛି । ଫଳରେ ୧ ଲକ୍ଷରୁ ଅଧିକ ଲୋକ ବିଦ୍ୟୁତ ସେବାରୁ ବଞ୍ଚିତ  ହୋଇଛନ୍ତି । ସେହି ଅଞ୍ଚଳରେ ରୁଷ ବାରମ୍ବାର ବୋମା  ମାଡ଼ ଜାରି ରଖିଥିବାରୁ ବିଦ୍ୟୁତ ଷ୍ଟେସନର ମରାମତି  କରିବା ସମ୍ଭବ ହୋଇପାରି ନାହିଁ । ରୁଷ ସୈନ୍ୟମାନେ  ଡ୍ରୋନ ସହାୟତାରେ ପାଟି ଟାଙ୍କିଗୁଡିକୁ ଟାର୍ଗେଟ  କରୁଛନ୍ତି । ପାଟି ଟାଙ୍କି ନଷ୍ଟ ହେବା ଫଳରେ ଲୋକଙ୍କୁ  ପିଇବା ଲାଗି ପାଣି ମିଳିପାରୁ ନାହିଁ । ଅନ୍ୟପକ୍ଷରେ  ୟୁକ୍ରେନ ସେନା ରୁଷର ୨୭ଟି ଡ୍ରୋନ ମଧ୍ୟରୁ ୨୪ଟିକୁ  ଗୁଳିକରି ଖସାଇ ଦେଇଥିବା ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.