କେସିଙ୍ଗା, ୩୦/୫ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଛିଣ୍ଡିଲା ରେଳ ଧାରଣା। ଷ୍ଟେସନର ଏକ ନମ୍ଵର ଲାଇନରେ ରାତିରେ ଏକ ଡବଲ ଡାଇମଣ୍ଡ ମାଲ୍ଗାଡି ଯିବା ବେଳେ ରେଳ ଧାରଣା ଛିଣ୍ଡି ଯାଇଥିଲା। ମାଲ୍ ଗାଡିଟି ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଖବର ପାଇ ମରାମତି ଦଳ ରାତିରେ ଆସି ରେଳ ଧାରଣା ମରାମତି କରିଛନ୍ତି। ଏବେ ରେଳ ଚଳାଚଳ ସ୍ଵାଭାବିକ ହୋଇଥିବା ଜଣାପଡ଼ିଛି।

‘ବେଙ୍ଗଲ କେବେ ବି' ବିଜେପି ହାତକୁ ଯିବ ନାହିଁ, ମୋଦୀଙ...