ପ୍ରମୂଖ ଖବର
  • ସାଲେପୁର : ଝରକା ଚାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

୨୧ସେପ୍ଟେମ୍ବରରୁ ୩ ଦିବସୀୟ ଆମେରିକା ଗସ୍ତ କରିବେ ପିଏମ୍ ମୋଦୀ, ସାମ୍ନାକୁ ଆସିଲା ପୁରା ସିଡ୍ୟୁଲ୍

ନୂଆଦିଲ୍ଲୀ,୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ରୁ ୨୩ସେପ୍ଟେମ୍ବର ପର୍ଯ୍ୟନ୍ତ ଆମେରିକା ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଯାତ୍ରାର ସୂଚନା ବିଦେଶ ମନ୍ତ୍ରାଳୟ ମୁତାବକ ପ୍ରଧାନମନ୍ତ୍ରୀ ମୋଦୀ ୨୧ସେପ୍ଟେମ୍ବରରେ ଆମେରିକାର ଡେଲବେୟରରେ ଓ୍ବିଲିଂଟନରେ ଚତୁର୍ଥ ସ୍କ୍ବାର୍ଡ଼ ସମ୍ମିଳନୀରେ ଭାଗ ନେବେ ।

ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ସେପ୍ଟେମ୍ବରରେ ନ୍ୟୁୟର୍କରେ ଭାରତୀୟ ସମୁଦାୟର ଲୋକଙ୍କୁ ସମ୍ବୋଦ୍ଧିତ କରିବେ । ପିଏମ ମୋଦୀଙ୍କୁ ଭେଟିବାକୁ ନେଇ ଭାରତୀୟ ସମୁଦାୟର ଲୋକ ବହୁ ଉତ୍ସାହିତ ଅଛନ୍ତି । ସୂଚନା ମୁତାବକ ନ୍ୟୁୟର୍କରେ ଭାରତୀୟ ସମୁଦାୟର ଲୋକ ପିଏମ ମୋଦୀଙ୍କୁ ସ୍ବାଗତକୁ ନେଇ ବିଶେଷ ପ୍ରସ୍ତୁତି ବି କରିଛନ୍ତି।

୨୩ସେପ୍ଟେମ୍ବରରେ ନ୍ୟୁୟର୍କରେ ପିଏମ ମୋଦୀ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ସମିଟ ଅଫ ଦ ଫ୍ୟୁଚର’କୁ ସମ୍ବୋଧିତ କରିବେ । ଏହି ସମୟରେ ସେ କେତେକ ମୁଦ୍ଦା ଉପରେ ନିଜ ବିଚାର ରଖିପାରନ୍ତି । କୁହାଯାଉଛି କି ବିଶ୍ବ ସମେତ ଭାରତର ବର୍ତ୍ତମାନର ପରିସ୍ଥିତି ଏବଂ ତାଙ୍କ ସମାଧାନର ବି ପିଏମ ମୋଦୀ ନିଜ ସମ୍ବୋଧନ ସମୟରେ କହିପାରନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ନ୍ୟୁୟର୍କରେ ଅଗ୍ରଣୀ ଆମେରିକା କମ୍ପାନୀର ମୁଖ୍ୟ କାର୍ଯ୍ୟକାରୀ ଅଧିକର୍ତ୍ତାଙ୍କ ସହ କଥା ହେବେ। ଫଳରେ ଏଆଇ, ବାଇୟୋଟେକ୍ନୋଲୋଜି ଏବଂ ସେମିକଣ୍ଡକ୍ଟର  ଆଦି କ୍ଷେତ୍ରରେ ବୁଝାମଣା ଶକ୍ତିଶାଳୀ କରାଯାଇପାରେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.