ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶହେ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

କଟକ,୨୨/୦୭: କିଶନ ନଗରରେ ବଢୁଛି ଦେଶୀ ମଦ କାରବାର । ଯସପଡା ଗ୍ରାମରୁ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ଦେଶୀମଦ ବେପାର କରୁଥିବା ଅଭିଯୋଗରେ ଜଣେ ମହିଳା ଗିରଫ ହୋଇଛନ୍ତି। 

ସୂଚନା ଅନୁଯାୟୀ, କଟକ ଜିଲ୍ଲାର କିଶନ ନଗର ଥାନା ଅନ୍ତର୍ଗତ ଯସପଡା ଗ୍ରାମରେ ବାସନ୍ତୀ ମୁର୍ମୁ ନାମକ ଜଣେ ମହିଳା ଦେଶୀମଦ ବେପାର କରୁଥିଲେ । ଖବର ପାଇ ସ୍ଥାନୀୟ ଲୋକେ ମହିଳାଙ୍କୁ ଅଟକ ରଖି କିଶନ ନଗର ପୋଲିସ ଜିମା ଦେଇଛନ୍ତି । ମହିଳାଙ୍କ ପାଖରୁ ୧୦୦ ଲିଟର ଦେଶୀ ମଦ ଜବତ ହୋଇଛି। ପୋଲିସ ମଦ ବେପାରୀ ବାସନ୍ତୀ ମୁର୍ମୁଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି । ଅନ୍ୟପଟେ କିଶନନଗର ପୋଲିସର ନିଦାବିଷ୍ଣୁ ନୀତି ଯୋଗୁ ଏହି ଅଞ୍ଚଳରେ ବ୍ୟାପକ ଭାବେ ଦେଶୀ ମଦର ଚୋରା କାରବାର ହେଉଛି । ତୁରନ୍ତ ଦେଶୀମଦ ବେପାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଲୋକେ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.