ପ୍ରମୂଖ ଖବର
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ମୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଓଡିଆ ଚଳଚ୍ଚିତ୍ର 'ସନାତନୀ’ ରିଲିଜ ବିବାଦ ; ଫିଲ୍ମରେ କୌଣସି ବିବାଦୀୟ କଥା ନାହିଁ : ପ୍ରଯୋଜକ

Published By : Prameya | February 1, 2025 5:15 PM

କଟକ, ୧/୨ : ଆସନ୍ତା ୭ ତାରିଖରେ ରିଲିଜ୍ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର 'ସନାତନୀ-କର୍ମ ହିଁ ଭଗବାନ '। ତେବେ ରିଲିଜ୍ ପୂର୍ବରୁ ଚଳଚିତ୍ରର କଥା ବସ୍ତୁକୁ ନେଇ ବିବାଦ ଦେଖା ଦେଇଛି । ବିଜୟ କାଣ୍ଡୋଇ ପ୍ରାୟୋଜିତ ଏହି ଚଳଚ୍ଚିତ୍ରଟି ଉପାନ୍ତ ଅଞ୍ଚଳରେ ଧର୍ମାନ୍ତରୀକରଣ ପ୍ରସଙ୍ଗକୁ ନେଇ ତିଆରି ହୋଇଛି । ତେବେ ଚଳଚ୍ଚିତ୍ର ରିଲିଜ ହେଲେ ରାଜ୍ୟର କିଛି ଅଞ୍ଚଳରେ ପ୍ରତିକ୍ରିୟା ଦେଖାଯାଇ ପାରେ ବୋଲି ଗୁଇନ୍ଦା ଵିଭାଗ ରାଜ୍ୟ ସରକାରଙ୍କୁ ଅଵଗତ କରାଇଥିଵା ସୂଚନା ମିଳିଛି। 

ତେବେ ପ୍ରଯୋଜକ କହିଛନ୍ତି, ଫିଲ୍ମଟିରେ କୌଣସି ବିବାଦୀୟ କଥା ନାହିଁ, ଲୋକେ ସାକ୍ଷର ଓ ସଚେତନ ହେଲେ ଧର୍ମାନ୍ତରୀକରଣକୁ ରୋକାଯାଇପାରିଵ ଭଳି କଥା ବସ୍ତୁକୁ ନେଇ ଫିଲ୍ମଟି ତିଆରି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.