ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ମଣିପୁରରେ ବିବାଦ: ଆଇଜୋଲରୁ ମୈତେଇ ସମ୍ପ୍ରଦାୟ ଲୋକଙ୍କୁ ଏୟାରଲିଫ୍ଟ କରିପାରନ୍ତି ସରକାର,ଶିକ୍ଷାନୁଷ୍ଠାନରେ ବଢିଲା ସୁରକ୍ଷା

ନୂଆଦିଲ୍ଲୀ,୨୩।୭: ଦଙ୍ଗାକାରୀଙ୍କ ଏକ ଗୋଷ୍ଠୀ ଦ୍ବାରା ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ହେବାପରେ ମଣିପୁରରେ ବିବାଦ ବଢିଯାଇଛି। ବିବାଦ ଭିତରେ ସରକାର ଏବେ ପଡୋଶୀ ରାଜ୍ୟ ମିଜୋରାମ୍‌ରୁ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଏୟାରଲିଫ୍ଟ କରିପାରେ। ରାଜ୍ୟର ଆଇଜୋଲ୍‌ ସହରରେ ମୈତେଇଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମିଜୋରାମ ପୋଲିସ ସୁରକ୍ଷା ବ୍ୟବସ୍ଥା ବଢାଇ ଦେଇଛି।

ଚିଠିରେ କୁହାଯାଇଛି, ମଣିପୁରରେ ଦୁଇ ଆଦିବାସୀ କୁକି, ଯାହାଙ୍କ ଉପରେ ଅତି ନିର୍ମମ ଭାବରେ ଆକ୍ରମଣ କରାଯିବାର ଭିଡିଓ ଭାଇରାଲ ହେବାପରେ ମୈତେଇଙ୍କ ବିରୋଧରେ ସାର୍ବଜନୀକ ଆକ୍ରେଶ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାଦ୍ବାରା ଆଇଜୋଲ୍‌ରେ ରହୁଥିବା ମୈତେଇଙ୍କ ସୁରକ୍ଷା ବିପଦରେ ପଡିଯାଇଛି। ଆଇଜୋଲ୍‌ରେ ମୈତେଇଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି।

ଚିଠି ଅନୁସାରେ ଭିଟି କଲେଜ, ସିଲେସିହ, ମିଜୋରାମ ବିଶ୍ବବିଦ୍ୟାଳୟ, ତାନହିଲ୍‌, ରିପନ୍ସ, ଜେମାବାକ୍‌ ଓ ଜେଡ୍‌ଏମ୍‌ସି, ଫାଲକନ୍‌ରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ଇଣ୍ଡିଆ ଟୁଡେ ଏନ୍‌ଇରୁ ଆଇଜୋଲରେର ରହୁଥିବା ମୈତେଇ ଛାତ୍ରଙ୍କ ଜଣେ ଛାତ୍ର କହିଛନ୍ତି, ସରକାରଙ୍କ ଦ୍ବାରା ଆଇଜୋଲରୁ ମୈତେଇ ଲୋକଙ୍କୁ ଏୟାରଲିଫ୍ଟ କରିବାର ଯୋଜନା ରହିଛି, କିନ୍ତୁ କେବେ ବାହାର କରାଯିବ, ଏନେଇ ଜାଣିବା ବାକି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.