ପ୍ରମୂଖ ଖବର
  • କଳାହାଣ୍ଡି : ସାଇ ମନ୍ଦିରରୁ ଚୋରି, ୧୭ କେଜିରୁ ଉର୍ଦ୍ଧ୍ୱ ରୁପା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭଞ୍ଜନଗର : ବାଣ ଭିଡୁଥିବା ବେଳେ ଜଣେ ଆହତ, ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହେଲା ହାତ
  • ||
  • ପୁରୀ : ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ, କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • ଉମରକୋଟ : ଅବକାରୀ ବିଭାଗର ଚଢ଼ାଉ; ୬୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ସାଲେପୁର : ପ୍ରହରାଜପୁର ଦରଘାରୁ ଲୁଟ୍‌, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • କୋଣାର୍କ : ବେଆଇନ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ବିଶ୍ବହିନ୍ଦୁ ପରିଷଦ; ୪ ଗାଈ ଉଦ୍ଧାର, ୨ ଅଟକ
  • ||
  • ଜଳେଶ୍ୱର : ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭଦ୍ରକ : ବାତ୍ୟା ‘ଦାନା’ ଦେଇଗଲା ଦୁଃଖ, ପାଣି ଘେରରେ ଆର ଏନ ବେତରା ଗ୍ରାମ ପଞ୍ଚାୟତର ଲୋକେ
  • ||
  • ମୋହନା : କୃଷ୍ଣପୁର ଗାଁରେ ବାଘ ଆତଙ୍କ ! ଜଙ୍ଗଲରୁ ମିଳିଲା ଗାଈର ଅଧା ଅଂଶ ନଥିବା ମୃତଦେହ
  • ||
  • ଚାନ୍ଦବାଲି : ବାତ୍ୟା 'ଦାନା' ଉଜାଡି ଦେଲା ପରିବା ଚାଷୀଙ୍କ ଜୀବିକା, ନଷ୍ଟ ହେଲା ଏକର ଏକର ଜମିର ଚାଷ
  • ||
  • ଦୀପାବଳି, ଛଟ୍‌ ଲାଗି ୭୦୦୦ ସ୍ୱତନ୍ତ୍ର ଟ୍ରେନ୍‌: ଯାତ୍ରୀ ସୁରକ୍ଷା, ଟିକେଟିଂ ଉପରେ ବିଶେଷ ଧ୍ୟାନ
  • ||
  • କାର୍ତ୍ତିକ ମାସର ଦ୍ୱିତୀୟ ସୋମବାରରେ ବାବା ଧବଳେଶ୍ୱର ପୀଠରେ ଭକ୍ତଙ୍କ ଭିଡ଼, ମହାଦେବଙ୍କୁ ଜଳ ଲାଗି କଲେ ଶ୍ରଦ୍ଧାଳୁ
  • ||
  • ସମ୍ୱଲପୁରରେ ମୋ ବସ୍‌ ବନ୍ଦ, ବିଭିନ୍ନ ଦାବି ନେଇ ଧାରଣାରେ ବସିଲେ ମହିଳା କର୍ମଚାରୀ
  • ||
  • ଆସନ୍ତା ୩୦ରେ ବିଏମ୍‌ସି ବୈଠକ: ପୁଣି ଇସି କର୍ପୋରେଟରଙ୍କ ମେଳି, ହୋଟେଲରେ କଲେ ଗୁପ୍ତ ଆଲୋଚନା
  • ||
  • ଖଲ୍ଲିକୋଟ :କମଳା ପଦର ଗାଁରେ ଅଗ୍ନିକାଣ୍ଡ, ସଟ୍‌ ସର୍କିଟରୁ ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୨ ବଖରା ଘର
  • ||

ଦୀପାବଳି ପୂର୍ବରୁ ବାଣ ଦୋକାନରେ ଭୟଙ୍କର ନିଆଁ, ଭାଇରାଲ ହେଲା ନିଆଁ ଲାଗିବା ସମୟର ଭିଡିଓ ...

ତେଲେଙ୍ଗାନା, ୨୮।୧୦: ଦୀପାବଳି ପୂର୍ବରୁ ବାଣ ଦୋକାନରେ ଭୟଙ୍କର ନିଆଁ । ଭାଇରାଲ ହେଲା ନିଆଁ ଲାଗିବା ସମୟର ଭିଡିଓ । ବାଣ ଦୋକାନରେ ଭିଡ଼ ଲାଗିରହିଛି । ହାଇଦ୍ରାବାଦସ୍ଥିତ ସିଲତାନ ବଜାରର ଏକ ବାଣ ଦୋକନାରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିବା ବେଳେ ୭ରୁ ୯ଟି କାର୍ ଜଳିଯାଇଛି ।

ଦୀପାବଳି ପୂର୍ବରୁ ବାଣ ଦୋକାନରେ ନିଆଁ ଲାଗିବାର ଭିଡିଓ ଭାଇରାଲ । ବାଣର ଦୋକାନରେ ଭିଡ଼ ଲାଗିରହିଛି । ଅଚାନକ ଦୋକାନରେ ନିଆଁ ଲାଗି, ବାଣ ଫୁଟିବାକୁ ଲାଗିଲା । ମାତ୍ର, କିଛି ସମୟ ଭିତରେ ନିଆଁ ଭୟଙ୍କର ଭାବେ ବ୍ୟାପିଯାଇଥିଲା । ହାଇଦ୍ରାବାଦର ସିଲତାନ ବଜାରରେ ଥିବା ପାରସ୍ ଫାୟାରକ୍ରାକର୍ସ ଦୋରନରେ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ବାଣର ଶବ୍ଦ ଶୁଣିବା ପରେ ଏହି ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ବେଆଇନ ଭାବେ ଏହି ବାଣ ଦୋକାନଟି ଖୋଲାଯାଇଥିଲା । ଏହି ଦୋକାନର ଏକ ଭିଡିଓ ସାମ୍ନାକୁ ଆସିଛି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୋକାନ ଭିତରେ ନିଆଁ ଲାଗିବା ପରେ ଆଖପାଖ ଲୋକେ ନିଜକୁ ବଞ୍ଚାଇବାକୁ ଦୌଡ଼ିବାରେ ଲାଗିଛନ୍ତି । କିଛି ସମୟ ପରେ ନିଆଁ ଭୟାନକ ହୋଇଥିଲା ଓ ପୁରା ଦୋକାନଟି ଜଳିଯାଇଥିଲା । ଏଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ନିଆଁ ଲାଗି ୭ରୁ ୯ଟି କାର ଜଳିଯାଇଥିବା ଜଣାପଡ଼ିଛି । ପୋଲିସର କହିବାନୁଯାୟୀ, ରାତି ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ନିଆଁ ଲାଗିଥିଲା । ଏହି ଦୋକାନ ପାଖରେ କୌଣସି ପ୍ରମାଣ ପତ୍ର ନାହିଁ । ଏହି ଦୋକାନ ବେଆଇନ ଭାବେ ଖୋଲାଯାଇଥିବାରୁ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.