ନୂଆଦିଲ୍ଲୀ,୧୬ /୦୪: ଭଗବାନ ମହାବୀରଙ୍କର ଏକ ଭୋଜନର ଚମତ୍କାରିତା ରହିଛି । ଯାହା ମହୋଷୌଧୀ ସମାନ୍ ସାବ୍ୟସ୍ତ ହୋଇଛି । ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ମାତ୍ ଦେଇଛି ଏହି ପ୍ରାଚୀନ ଆହର । ତେବେ କଣ ସେହି ଆହର ଜାଣନ୍ତୁ ଏହି ରିପୋର୍ଟରେ ।
ଭଗବାନ ମହାବୀର ଦିନକୁ ଥରେ ଭୋଜନ ଗ୍ରହଣ କରିଥାନ୍ତି । ହଜମ ଶକ୍ତି ବଢାଇବା ଓ ଖାଦ୍ୟ ନଷ୍ଟକୁ କମ୍ କରିବା ଦିଗରେ ଏହା ସାହାଯ୍ୟ କରିଥାଏ । ଏହି ଆୟୁର୍ବେଦିକ ସିଦ୍ଧାନ୍ତ ଉପରେ ଆଧାରିତ ଥିଲା । ଯାହାର ପ୍ରୟାସ ଆଜି ବି ଆଧୁନିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୋଗ କରାଯାଉଛି । ଦିନକୁ ଥରେ ଭୋଜନ କରିବା ଭୋକରେ ମରିବା ନୁହେଁ ବରଂ ଆଧ୍ୟତ୍ମିକ ଅନୁଶାସନ ଥିଲା । ଭଗବାନ ମହାବୀରଙ୍କ ଅନୁସାରେ ନିରୋଗୀ ରହିବାର ବାର୍ତ୍ତା ଦେଉଥାଏ । ଜଣେ କାନାଡିୟାନ ନଫ୍ରେଲେଜିଷ୍ଟ ତଥା ଏକ୍ସପର୍ଟ ଜାସନ୍ ଫଙ୍ଗଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଏହା ଜଣାପଡ଼ିଛି ।
ସକାଳ ଜଳଖିଆ ମନା- ଭଗବାନ ମହାବୀର ପ୍ରାଚୀନ ସମୟରେ ବହୁତ ବଡ଼ ଥିଲେ । ଖାଇବା ବିରୋଧରେ ଆନ୍ଦୋଳନ ତାଙ୍କର ଶିକ୍ଷାର ବାର୍ତ୍ତା ଦେଇଛି । ବିଳମ୍ବରେ ଖାଇବା ପାଚନ ଶକ୍ତିରେ ସୁଧାର ଆଣିଥାଏ ବୋଲି ବର୍ତ୍ତା ଦିଏ । ଭଗବାନ ମହାବୀରଙ୍କ ଉଦ୍ଭିତଜାତ ଖାଦ୍ୟରେ ଶୁଦ୍ଧତା ରହିଛି । ଯାହା ନିରୋଗୀ ରଖିଥାଏ । ଶରୀରକୁ ଶକ୍ତି ଦେଇଥାଏ ।
ଭଗବାନ ମହାବୀର ବିଶ୍ୱାସ କରନ୍ତି ଯେ, ଆହାର ଦ୍ୱାରା ପ୍ରାଣ ସଂରକ୍ଷଣ ହୋଇଥାଏ । ଯୋଗ ମାଧ୍ୟମରେ ମାନସିକ ସ୍ୱାସ୍ଥ୍ୟରେ ଏକାଗ୍ରତା ଆସିଥାଏ । କମ୍ ଖାଇବାର ସିଦ୍ଧାନ୍ତ ଏବେ ବ୍ଲୁ ଜୋନ୍ ଅନୁସନ୍ଧାନ ଦ୍ୱାରା ସମର୍ଥିତ । ଶତାୟୁ ରହିବାକୁ ହେବେ କମ୍ ଖାଇବା ଦରକାର ବୋଲି ବିଶ୍ୱାସ କରାଯାଏ । କେବେ ବି ଅଧିକ୍ ଖାଇବା କଥା ନୁହେଁ । ଅଧିକ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ । କମ୍ ଖାଇବା ସହିତ ଇଣ୍ଟରମିଡେଏଟ ଫାଷ୍ଟିଙ୍ଗ କରିବା ମାନସିକ ଶକ୍ତି ବୃଦ୍ଧି ହୋଇଥାଏ । ମସ୍ତିସ୍କରେ ଅଭିବୃଦ୍ଧି ହୋଇଥାଏ । ଭଗବାନ ମହାବୀରଙ୍କ ଅନୁସାରେ ଧ୍ୟାନପୂର୍ବକ ଭୋଜନ୍ କରିବା ଦ୍ୱାରା ଆନନ୍ଦ ମିଳିଥାଏ ।