ବ୍ରହ୍ମଗିରି,୨୨/୦୬: ରବିବାରଠାରୁ ମହାପ୍ରଭୁ ଅଣସର ପିଣ୍ଡିରେ ପୂଜା ପାଇବା ପରେ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କ ପୀଠରେ ଆରମ୍ଭ ହେବ ଅଣସର ଦର୍ଶନ । ସେଥି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ଅବସ୍ଥାରେ ପହଞ୍ଚିଛି । ପ୍ରତିବର୍ଷଠାରୁ ଚଳିତ ବର୍ଷ ଅଣସର ଦର୍ଶନ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପ୍ରଶାସନ ସଜାଗ ରହିଥିବା ଅତିରିକ୍ତ ତହସିଲଦାର ଶରତଚନ୍ଦ୍ର ଦେହୁରୀ ଜଣାଇଛନ୍ତି ।
ସଦସ୍ୟତା ଅଭିଯାନରେ ମାତିଲେ ବିଜେଡି, ବିଜେପି: ମନ୍ଥର...