ପ୍ରମୂଖ ଖବର
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

’ହିଜବୁଲା ସହ ଠିଆ ହୁଅନ୍ତୁ ସମସ୍ତ ମୁସଲମାନ’, ନସରୁଲ୍ଲାହଙ୍କ ମୃତ୍ୟୁ ପରେ ଖାମନେଇଙ୍କ ଅପିଲ

ନୂଆଦିଲ୍ଲୀ,୨୮।୯: ଇରାନର ସୁପ୍ରିମ ଲିଡର ଆୟାତୁଳ୍ଲା ଅଲ୍ଲୀ ଖାମନେଇ ମୁସଲମାନଙ୍କୁ ଏକଜୁଟ ହେବାକୁ ଅପିଲ କରିଛନ୍ତି। ସେ ଶନିବାର ମୁସଲମାନଙ୍କୁ ଗୁହାରୀ କରିଛନ୍ତି ଲେବାନନ୍‌ର ଲୋକ ଓ ହିଜବୁଲାର ସାଥ୍ ଦିଅନ୍ତୁ। ଏହା ସହ ଇସ୍ରାଏଲ ଆଡକୁ ଇଶାରା କରି ସେ କହିଛନ୍ତି, ଦୁଷ୍ଟ ଶାସନର ମୁକାବିଲା କରିବାରେ ସହାୟତା କରନ୍ତୁ। ଖାମନେଇଙ୍କ ଏହି ବୟାନ ଇସ୍ରାଏଲ ଆକ୍ରମଣରେ ହିଜବୁଲା ମୁଖ୍ୟ ହସନ ନସରୁଲାହ ନିହତ ହେବାପରେ ଆସିଛି। ସେ ନିଜ ବୟାନରେ କହିଛନ୍ତି, ଏହି ଅଞ୍ଚଳର ଭାଗ୍ୟ ପ୍ରତିରୋଧର ଶକ୍ତି ପକ୍ଷରୁ ଧାର୍ଯ୍ୟ କରାଯିବ, ଯେଉଁଥିରେ ହିଜବୁଲ୍ଲାହ ସବୁଠାରୁ ଆଗରେ ରହିବ।’

ଆୟତୁଲ୍ଲା ଅଲ୍ଲୀ ଖାମନେଇ ଇସ୍ରାଏଲର ଆଲୋଚନା କରି କହିଛନ୍ତି, ଜାୟୋନି ଅପରାଧି ହିଜୁବୁଲାକୁ କ୍ଷତି ପହଁଞ୍ଚାଇବା ପାଇଁ ବହୁତ ଛୋଟ। ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଜାୟୋନି ଅପରାଧି ଜାଣିବା ଦରକାର ସେମାନେ ଲେବାନନ୍‌ରେ ହିଜୁବୁଲା ସହିତ ଠିଆ ହୋଇଛନ୍ତି ଓ ତାଙ୍କ ସମର୍ଥନରେ ଅଛନ୍ତି।’ ଇସ୍ରାଏଲୀ ସେନାକୁ ଚେତାବନୀ ଦେଇ ଖାମନେଇ କହିଛନ୍ତି, ମହିଳା ଓ ପିଲାଙ୍କ ସାମୁହିକ ହତ୍ୟା ପ୍ରତିରୋଧର ଶକ୍ତି ସଂରଞ୍ଚନାକୁ ପ୍ରଭାବିତ କରିପାରିବନି ଓ ନାଁ ଏହାକୁ ନଷ୍ଟ କରିହେବ।

ଇରାନର ସର୍ବୋଚ୍ଚ ନେତା ଶନିବାର ଏକ୍ସରେ ଗୋଟିଏ ପରେ ଗୋଟିଏ ବହୁତ ବହୁତ ଗୁଡିଏ ପୋଷ୍ଟ କରିଛନ୍ତି। ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି, ଲେବାନନ୍‌ର ଲୋକ ଏହା ଭୁଲନ୍ତି ନାହିଁ ଯେ, ଏକ ସମୟ ଥିଲା ଯେତେବେଳେ କବଜା ଥିବା ଶାସନର ସୈନିକ ବେରୁଟ୍‌ ଆଡକୁ ବଢୁଥିଲେ। ସେତେବେଳେ ହିଜବୁଲା ନିଜର ଶତ୍ରୁକୁ ରୋକିଥିଲା ଓ ଲେବାନନ୍‌ ଗୌରବାନିତ୍ବ ହୋଇଥିଲା। ଆଜି ବି ଇଶ୍ବରଙ୍କ କୃପା ଓ ଶକ୍ତି ବଳରେ ଲେବାନନ୍ ନିଜ ଶତ୍ରୁଙ୍କୁ ତାଙ୍କ କାର୍ଯ୍ୟକୁ ନେଇ ଅନୁତାପ କରାଇବ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.