ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

କଋଣ ନାୟର ରଚିଲେ ଇତିହାସ, ହେଲେ ଏଭଳି କରିବାରେ ପ୍ରଥମ ବ୍ୟାଟର

Published By : Prameya | April 17, 2025 4:53 PM

ମୁମ୍ବାଇ, ୧୭/୪ : କଋଣ ନାୟର ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୩ବଲରେ ବିନା କୌଣସି ରନ୍ କରି ଆଉଟ ହୋଇଛନ୍ତି । ଏହି ସମୟରେ ସେ ଏକ ଅଲୋଡ଼ା ରେକର୍ଡ଼ ନିଜ ନାଁରେ କରିଛନ୍ତି । ଦିଲ୍ଲୀ ଏବଂ ରାଜସ୍ଥାନ ମ୍ୟାଚ୍ ଟାଇ ହୋଇଯାଇଛି।  ଯାହା ପରେ ମ୍ୟାଚ୍ ସୁପରଓଭରକୁ ଚାଲି ଯାଇଥିଲା । ସୁପର ଓଭରରେ ଦିଲ୍ଲୀ ରାଜସ୍ଥାନକୁ ହରାଇ ମ୍ୟାଚ୍ ଉପରେ କବ୍ଜା କରି ନେଇଥିଲା ।

ରିପୋର୍ଟ ଅନୁସାରେ ନାୟର ଆଇପିଏଲ ଇତିହାସରେ ୫ଟାଇ ମ୍ୟାଚର ଭାଗିଦାରୀ ହେବାରେ ପ୍ରଥମ ଖେଳାଳୀ ହୋଇଯାଇଛନ୍ତି । ନାୟର ପ୍ରଥମେ ୨୦୧୩ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ତରଫରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଟାଇ ମ୍ୟାଚ୍ ଖେଳିଥିଲେ । ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିଥିବା ନାୟର ଦୁଇ ଟାଇ ମ୍ୟାଚ୍ ଖେଳିଛନ୍ତି । ପ୍ରଥମେ ଆଇପିଏଲ୍ ୨୦୧୪ରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ସେହିଭଳି ଦ୍ବିତୀୟ ଆଇପିଏଲ ୨୦୧୫ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳିଥିଲେ ।

ନାୟର ଚତୁର୍ଥ ଟାଇ ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ଲାଗି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଆଇପିଏଲ୍ ୨୦୨୦ରେ ଖେଳିଥିଲେ । ଦିଲ୍ଲୀ ଏବଂ ରାଜସ୍ଥାନ ମଧ୍ୟରେ ଟାଇ ମ୍ୟାଚ୍ ନାୟରଙ୍କ ୫ମ ଟାଇ ମ୍ୟାଚ୍ ଥିଲା । ଦିଲ୍ଲୀ ଏହି ସିଜନରେ ଏହା ୬ମ୍ୟାଚରୁ ୫ରେ ବିଜୟ ଅଟେ । ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ୍ସ ଟେବୁଲରେ ୧୦ସଂଖ୍ୟା ସହ ଟପ୍‌ରେ ପହଞ୍ଚି ଯାଇଛି । ଯାହାକି ରାଜସ୍ଥାନର ଏହା ଏହି ସିଜନର ୫ମ ପରାଜୟ ଥିଲା । ରାଜସ୍ଥାନ ୨ଅଙ୍କ ସହ ପଏଣ୍ଟ୍ସ ଟେବୁଲରେ ୮ମ ସ୍ଥାନରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.