ପ୍ରମୂଖ ଖବର
  • ଲମତାପୁଟ : ଡୁଡୁମା ଜଳପ୍ରପାତରେ ଅଘଟଣ , ସୁଟିଂ କରୁଥିବା ବେଳେ ଭାସିଗଲେ ୟୁଟ୍ୟୁବର
  • ||
  • ଯାଜପୁର : ରିଲ୍ସ ବନାଇବା ହେଲା କାଳ, ଝରଣାରେ ବୁଡି ୨ ଯୁବକ ମୃତ
  • ||
  • ଗଞ୍ଜାମ: ରାସ୍ତାରୁ ୧୦ ଫୁଟ ତଳକୁ ଖସିଲା ବାଇକ୍‌, ଯୁବକ ମୃତ
  • ||
  • ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଲେ
  • ||
  • ରାଜଧାନୀରୁ ୪ କୋଟିର ମାରିଜୁଆନା ଜବତ, ପ୍ରେମୀ ଯୁଗଳ ଅଟକ
  • ||
  • ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ, ମହିଳା ପର୍ଯ୍ୟଟକଙ୍କୁ ମିଳିବ ସୁବିଧା
  • ||
  • ଶିକ୍ଷା ବିଭାଗର ନିର୍ଦ୍ଦେଶନାମାକୁ ଫୁ... ସ୍ଵାଧିନତା ଦିବସରେ ଦେଲେନି ମଧ୍ୟାହ୍ନ ଭୋଜନ, ୫୬ଟି ସ୍କୁଲ୍‌କୁ ନୋଟିସ୍
  • ||
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ସମ୍ବଲପୁର: ଖୋଲିଲା ହୀରାକୁଟ ଗେଟ, ୪ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ସବୁ ଫର୍ମାଟ୍‌ରୁ ଅବସର ନେଲେ ସ୍ପିନର ଗୌହର ସୁଲତାନା, ଖେଳିଥିଲେ ଦୁଇଟି ବିଶ୍ୱକପ୍‌

Published By : Manoj | August 23, 2025 2:01 PM

ନୂଆଦିଲ୍ଲୀ,୨୩/୦୮: ଭାରତୀୟ ମହିଳା ଦଳର ଅଭିଜ୍ଞ  ସ୍ପିନର ଗୌହର ସୁଲତାନା ସବୁ ପ୍ରକାର ଫର୍ମାଟ୍‌ କ୍ରିକେଟରୁ  ଅବସର ଘୋଷଣା କରିଛନ୍ତି । ସେ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଏ ବିଷୟ ଘୋଷଣା କରିଛନ୍ତି । ୩୭ ବର୍ଷୀୟା ସୁଲତାନା ୨୦୦୮ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । କ୍ୟାରିୟର ମଧ୍ୟରେ ସେ ୫୦ଟି ଦିନିକିଆ ଓ ୩୭ଟି ଟି-ଟ୍ୱେଣ୍ଟି  ଖେଳିଥିଲେ । ଦିନିକିଆରେ ୬୬ଟି ଏବଂ ଟି-ଟ୍ୱେଣ୍ଟିରେ ୨୯ଟି  ୱିକେଟ୍‌ ହାସଲ କରିଥିଲେ । ୨୦୦୯ ଓ ୨୦୧୩ ବିଶ୍ୱକପ୍‌ରେ  ଭାରତୀୟ ଦଳର ସଦସ୍ୟା ରହିଥିଲେ । ଏପରିକି ୩ଟି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଖେଳିଥିଲେ । 

ସୁଲତାନା କହିଛନ୍ତି ଯେ, ଭାରତ  ପକ୍ଷରୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ । ବିଶ୍ୱକପ୍‌ଠୁ ଆରମ୍ଭ  କରି ବିଦେଶ ଗସ୍ତରେ ଖେଳିବାର ମଜା ସବୁଠୁ ଭିନ୍ନ । ୱିକେଟ୍‌  ନେବା, ଫିଲ୍ଡିଂ କରିବା ଏବଂ ଦଳକୁ ଜିତାଇବା ପାଇଁ ସବୁବେଳେ  ଶତପ୍ରତିଶତ ଚେଷ୍ଟା କରିଥିଲି । କ୍ୟାରିୟର ମଧ୍ୟରେ ବହୁ  ସ୍ମରଣୀୟ ମୂହୁର୍ତ୍ତ ରହିଛି, ଯାହାକୁ କେବେ ଭୁଲି ହେବନି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.