ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ହର୍ଷବର୍ଦ୍ଧନ ରାଣେଙ୍କ ଫିଲ୍ମ 'ଏକ ଦିୱାନେ କି ଦିୱାନିୟତ'ର 'ଟିଜର ଆଉଟ୍, ଏହି ଦିନ ହେବ ରିଲିଜ

Published By : Anindita Ratha | August 22, 2025 2:15 PM

ମୁମ୍ବାଇ,୨୨/୦୮: ପୁଣି ବଡ଼ ପରଦାରେ ନଜର ଆସିବେ ଅଭିନେତା ହର୍ଷବର୍ଦ୍ଧନ ରାଣେ । ବହୁପ୍ରତୀକ୍ଷିତ ଫିଲ୍ମ 'ଏକ ଦିୱାନେ କି ଦିୱାନିୟତ'ରେ ଅଭିନେତ୍ରୀ ସୋନମ ବାଜୱାଙ୍କ ସହ ଆସିବେ ନଜର । ପ୍ରଥମ ଥର ଏହି ଯୋଡ଼ି ପରଦାରେ ଅନସ୍କ୍ରିନ ରୋମାନ୍ସ ଦେଖିବାକୁ ମିଳିବ । ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଯାଇଥିବା ବେଳେ ଖୁବଶୀଘ୍ର ଫିଲ୍ମ ରିଲିଜ ହେବ । 

ତେବେ ୧ ମିନିଟ୍ ୪୦ ସେକେଣ୍ଡର ଏହି ଟିଜରରେ ପ୍ରବଳ ବର୍ଷାରୁ ଏକ ସିନ୍  ଆରମ୍ଭ ହୋଇଛି। ଯେଉଁଥିରେ ହର୍ଷବର୍ଦ୍ଧନ ରାଣେ ଏବଂ ସୋନମ ବାଜୱାଙ୍କ ଏକ ଝଲକ ଦେଖିବାକୁ ମିଳେ । ଏହି ସମୟରେ, ହର୍ଷବର୍ଦ୍ଧନ ରାଣେଙ୍କ କଣ୍ଠରେ ଏକ ଭଏସ୍ ଓଭର ଆସେ, ଯେଉଁଥିରେ ସେ କୁହନ୍ତି, 'ତୁମର ପ୍ରତି ମୋର ପ୍ରେମ ତୁମ ଉପରେ ନିର୍ଭରଶୀଳ ନୁହେଁ । ଏହା କେବଳ ଆଜି ନୁହେଁ, ମୃତ୍ୟୁ ପର୍ଯ୍ୟନ୍ତ ରହିବ ।' ଏହା ପରେ, ହର୍ଷବର୍ଦ୍ଧନ ରାଣେ ଏବଂ ସୋନମ ବାଜୱାଙ୍କ ବିଚ୍ଛେଦ ପର୍ଯ୍ୟନ୍ତ ପ୍ରେମ କାହାଣୀର କାହାଣୀ ଦେଖିବାକୁ ମିଳେ । ତେବେ ଏହି ଫିଲ୍ମଟି ୨ ଅକ୍ଟୋବର ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିବ । ପ୍ରକାଶ ଥାଉକି, ହାଇ ଭୋଲଟେଜ ଷ୍ଟୋରୀ ଟେଲିଂ( ମାଷ୍ଟର ମିଲାପ ମିଲନ ଜାୱେରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଓ ମୁସ୍ତାକ ଶେଖଙ୍କ ଦ୍ବାରା ଲିଖିତ । 'ଦ ସାବରମତି ରିପୋର୍ଟ'ର ନିର୍ମାତାଙ୍କ ଦ୍ବାରା ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କୁ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା । ଏହି ଫିଲ୍ମଟି ଦୀପାବଳିରେ ମୁକ୍ତିଲାଭ କରୁଥିବା ଦିନେଶ ବିଜାନଙ୍କ ହରର-କମେଡି ୟୁନିଭର୍ସ ଫିଲ୍ମ 'ଥାମା' ସହିତ ବକ୍ସ ଅଫିସରେ ଟକ୍କର ଦେବ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.