ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଅନ୍ତର୍ଜାତୀୟ କ୍ରିକେଟରେ ବାଂଲାଦେଶ ଭାରତକୁ କେତେ ଥର ହରାଇଛି ? ଟେଷ୍ଟ ସିରିଜ ପୂର୍ବରୁ ଜାଣନ୍ତୁ ଏହି ରେକର୍ଡ଼

ନୂଆଦିଲ୍ଲୀ, ୧୫/୯ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚର ଟେଷ୍ଟ ସିରିଜ ଖେଳାଯିବାକୁ ଅଛି । ଭାରତ ମାଟିରେ ହେବାକୁ ଥିବା ଏହି ଟେଷ୍ଟ ସିରିଜର ଆରମ୍ଭ ୧୯ସେପ୍ଟେମ୍ବରରୁ ହେବ । ସିରିଜର ପ୍ରଥମ ଟେଷ୍ଟ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଖେଳାଯିବ । ପରେ ଦ୍ବିତୀୟ ମ୍ୟାଚ୍ କାନପୁରର ଗ୍ରୀନ ପାର୍କରେ ୨୭ସେପ୍ଟେମ୍ବରରେ ହେବ ।

ନିକଟରେ ବାଂଗଲାଦେଶ ପାକିସ୍ତାନକୁ ତା’ର ନିଜ ମାଟିରେ ୨ମ୍ୟାଚ ଟେ‌ଷ୍ଟ ସିରିଜ ୨-୦ରେ ହରାଇଛି । ଏଭଳିସ୍ଥଳେ ବାଂଲାଦେଶ ଟିମକୁ ସହଜ ଭାବିବା କୌଣସି ଭାବେ ଠିକ୍ ନୁହେଁ । ଆସନ୍ତୁ ଜାଣିବା ଏବେ ପର୍ଯ୍ୟନ୍ତ ବାଂଲାଦେଶ କେବେ କେବେ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ଟିମକୁ ହରାଇଛି ।

ଟି-୨୦ ଅନ୍ତର୍ଜାତୀୟ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୪ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ସରିଛି । ଏହି ମ୍ୟାଚରେ ଭାରତ ୧୩ରେ ବିଜୟ ହାସଲ କରିଛି। ଯାହାକି ବାଂଲାଦେଶ କେବଳ ଗୋଟିଏରେ ବିଜୟ ହୋଇଛି । 

ଓ୍ବାନଡେ : ଭାରତ ଏବଂ ବାଂଲାଦେଶ ଟିମ୍ ଏବେ ପର୍ଯ୍ୟନ୍ତ ପ୍ରାୟ ୪୧ଥର ଦିନିକିଆରେ ସାମ୍ନାସାମ୍ନି ହୋଇଛନ୍ତି । ଭାରତ ୪୧ରୁ ୩୨ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଯାହାକି ବାଂଲାଦେଶ ୮ମ୍ୟାଚ୍ ବିଜୟୀ ହୋଇଛି । ବାକି ଗୋଟିଏ ମ୍ୟାଚ୍ ବାତିଲ ହୋଇଛି ।

ଟେଷ୍ଟ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏବେ ପର୍ଯ୍ୟନ୍ତ ୧୩ଟେଷ୍ଟ ମ୍ୟାଚ୍ ଖେଳାଯାଇ ସରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ଥର ବିଜୟ ହାସଲ କରିଛି।  ଯାହାକି ବାକି ୨ମ୍ୟାଚ ଡ୍ରରେ ଶେଷ ହୋଇଛି । ଏବେ ପର୍ଯ୍ୟନ୍ତ ବାଂଲାଦେଶ କେବଳ ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ବିଜୟ ହାସଲ କରିପାରିନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.