ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ହୀରାକୁଦ ଜଳଭଣ୍ଡାରକୁ ବୃଦ୍ଧି ପାଉଛି ଇନଫ୍ଲୋ, ୨୮ରେ ଖୋଲିବ ଗେଟ୍

ସମ୍ବଲପୁର, ୨୫/୦୭ : ଆସନ୍ତା ୨୮ରେ ଖୋଲିବ ହୀରାକୁଦ ଗେଟ୍ । ବୁଧବାର ସକାଳ ୯ଟାରେ ଜଳଭଣ୍ଡାରର ଗେଟ୍ ଖୋଲିବ। ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଉପରେ ନିଷ୍ପତ୍ତି ନିଆଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁଁ ଜଳଭଣ୍ଡାର ଜଳସ୍ତର ବଢୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ହୀରାକୁଦ ବନ୍ଧ କତୃପକ୍ଷ ଜିଲ୍ଲାମାନଙ୍କୁ ସତର୍କ ସୂଚନା ଦେଇଛନ୍ତି। ମୁଖ୍ୟଯନ୍ତ୍ରୀ ସୁଶିଲ କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ସୁଧୁରିଛି ହୀରାକୁଦ ଜଳଭଣ୍ଡାର ସ୍ଥିତି। ଉପରମୁଣ୍ଡରେ ବର୍ଷା ଫଳରେ ଜଳଭଣ୍ଡାରକୁ ଇନଫ୍ଲୋ ବୃଦ୍ଧି ପାଉଛି। ଚଳିତ ମୌସୁମୀ ସମୟରେ ପ୍ରଥମ କରି ଜଳଭଣ୍ଡାରକୁ ଇନଫ୍ଲୋ ଏକ ଲକ୍ଷ କ୍ୟୁସେକ ଉପରେ ରହିଛି। ଆଜି ସକାଳ ୯ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ପ୍ରତିସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୭୨ ହଜାର ୫୬ କ୍ୟୁସେକ ଜଳ ପ୍ରବେଶ କରୁଛି। ଫଳରେ ଜଳସ୍ତର ବୃଦ୍ଧି ପାଇ ୬୦୪.୯୧ ଫୁଟରେ ପହଞ୍ଚିଛି। ଗତ ବର୍ଷ ଜୁଲାଇ ୨୩ ତାରିଖରେ ଗେଟ୍ ଖୋଲିଥିଲା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.