ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

କୃଷ୍ଣା-କଶ୍ମୀରାଙ୍କୁ କ୍ଷମା କଲେ ନାହିଁ ଗୋବିନ୍ଦାଙ୍କ ପତ୍ନୀ, କହିଲେ – ମୁଁ କେବେ ବି ...

ମୁମ୍ୱାଇ : ଗୋବିନ୍ଦାଙ୍କ ପତ୍ନୀ ,ସୁନୀତା ଆହୁଜା ନିକଟରେ ନିଜର କିଛି କଥାକୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏକ ପଡକାଷ୍ଟରେ ବ୍ୟକ୍ତଗତ ଜୀବନ ଓ ଗୋବିନ୍ଦାଙ୍କ ପ୍ରଫେସନାଲ ଲାଇଫକୁ ନେଇ ଅନେକ କିଛି ଖୋଲି କହିଛନ୍ତି। ସୁନୀତାଙ୍କୁ ଯେବେ ପଚାର ଯାଇଥିଲା କି, ସେ କପିଲ ଶର୍ମା ଶୋ’ରେ ଅର୍ଚ୍ଚନା ପୂରନ ସିଂହଙ୍କୁ ରିପ୍ଲେସ କରିବେ ତ ଏହା ପରେ ସେ ଯାହା କହିଥିଲେ, ତାହା ଖୁବ୍‌ ଚର୍ଚ୍ଚାରେ ଅଛି। 

ଉଲ୍ଲେଖନୀୟ ଯେ, ସୁନୀତା କୃଷ୍ଣା ଓ କଶ୍ମୀରାକୁ ନେଇ ଟାଇମ୍‌ ଆଉଟ୍‌ ୱିଦ୍‌ ଅଙ୍କିତ ପଡକାଷ୍ଟରେ କହିଥିଲେ- କଶ୍ମୀରା ଓ କୃଷ୍ଣାଙ୍କ ସହ ମୋର ଭଲ ସଂପର୍କ ନାହିଁ। ଯେବେ ସୁନୀତାଙ୍କୁ ଏହାର କାରଣ ପଚରା ଗଲା , ସେ କହିଥିଲେ , ପରିବାରର ସମସ୍ୟା । ଏହାକୁ କହିଲେ  ଅନେକ ଘଣ୍ଟା ଲାଗିଯିବ।

ସୁନୀତା କହିଥିଲେ , ନିଶ୍ଚୟ  ଶୋ’ କରିଥାନ୍ତି , ଯଦି ସେମାନେ ନଥାନ୍ତେ। ସେମାନ ତ କପିଲଙ୍କ ସାଥିରେ ଅଛନ୍ତି। ନୁହେଁ ତ ମୁଁ ନିଶ୍ଚୟ କରିଥାନ୍ତି। ସୁନୀତା ନିଜର କିଛି ରୁଲ୍ସକୁ ନେଇ କହିଛନ୍ତି ଯେ , ଯଦି କିଏ ତାଙ୍କ ସହ ଭୁଲ୍ କରେ ତ ସେ ତା ଠାରୁ ସବୁ ସଂପର୍କ ତୁଟାଇ ଦିଅନ୍ତି। ସୁନୀତା ଏହା ବି କହିଛନ୍ତି, ସେ କ୍ଷମା ମାଗିବାରେ ପଛକୁ ହଟନ୍ତି ନାହିଁ, ଯଦି ଭୁଲ ତାଙ୍କର ଥାଏ। ସେ କହିଛନ୍ତି , ମୁଁ ନିଜର ହିଁ ଭଉଣୀର ଚେହେରା ଗତ ୧୫ ବର୍ଷରୁ ଦେଖି ନାହିଁ। ଯଦି ଥରେ ଘୃଣା ହୋଇଗଲା ତ ସବୁଦିନ ପାଇଁ ଶେଷ। 

କହି ରଖୁଛୁ କୁ , ୨୦୧୮ ମସିହାରେ କୃଷ୍ଣା ଓ ଗୋବନ୍ଦାଙ୍କୁ ନେଇ ବିବାଦ ହୋଇଥିଲା। ଯେବେ କଶ୍ମୀରା ଟ୍ୱିଟରରେ ଟ୍ୱିଟ୍ କରିଥିଲେ , ସେ ଲୋକ ଟଙ୍କା ପାଇଁ ନାଚିଥାନ୍ତି। ଏହି ଟ୍ୱିଟ୍‌ରେ ସୁନୀତା ରାଗି ଯାଇଥିଲେ ଏବଂ ସେ କଶ୍ମୀରାଙ୍କୁ ଏଥିପାଇଁ ଗାଳି କରିଥିଲେ । ଏହାପରେ ଏହି ବିବାଦ ବଢିଥିଲା। ନିକଟରେ ଯେବେ କୃଷ୍ଣାଙ୍କର ଭଉଣୀ ଆରତୀଙ୍କର ବିବାହ ଥିଲା , ସେତେବେଳେ ଗୋବିନ୍ଦା ଓ ତାଙ୍କର ପୁଅ ଯାଇ ଥିଲେ, କିନ୍ତୁ ସୁନୀତା ଯାଇ ନଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.