ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଏପ୍ରିଲ ୧୪ରୁ ମାଛଧରା କଟକଣା , ମାଛ ବଂଶ ବୃଦ୍ଧି ପାଇଁ ୧୬ ଦିନ ବଢିଲା

Published By : Prameya | March 26, 2025 12:50 AM

ଧାମରା,୨୫ା୩(ଆ.ପ୍ର): ସବୁ ବର୍ଷ ଭଳିଆସନ୍ତା ଅପ୍ରେଲ ୧୪ ତାରିଖ ଠାରୁ ମାଛଧରାକଟକଣା ଲାଗୁ ହେବ । କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଗତ କିଛି ବର୍ଷ ହେବ ଏହିକଟକଣା  ଜାରି କରିଥିଲେ । କାରଣ ଏହି ସମୟରେ ମାଛ ମାନେ  ନିଜ ଅଣ୍ଡା ଦେଇ ଜାଆଁଳସୃଷ୍ଟି କରନ୍ତି । ଏହି ଜାଆଁଳ ଦିନେ ବୃକ୍ଷରେପରିଣତ ହୁଏ ।  ସମୁଦ୍ରରେ ମାଛବଂଶ ବୃଦ୍ଧିକରିବାକୁ ପ୍ରଥମେ ୪୫ ଦିନିଆ କଟକଣାଜାରି ହୋଇଥିଲା । ଏବେ ୬୧ ଦିନକୁ ବୃଦ୍ଧିପାଇଛି । ଧୀବର ମାନେବି ଏହାକୁ ସ୍ୱାଗତକରିଥିଲେ । କାରଣ ଧିରେ ଧିରେ ସମୁଦ୍ରରେମାଛ ବଂଶ କମି କମି ଯାଉଥିବା ବେଳେ ଏହିଜାଆଁଳ ସୃଷ୍ଟି ସମୟରେ ମାଛ ଧରିଲେ ଜାଲମା’ରେ ଅନେକ ଜାଆଁଳ ମରିଯାଆନ୍ତି ଓଅଦରକାରୀ ମାଛ ଜାଲକୁ ଆସନ୍ତି । 

 ତେବେ ଟ୍ରଲର ଓ ଗିଲେଟିନ ଗୁଡ଼ିକ ଭୁଟୁଭୁଟି ଡିକ ମାଛ ଧରିବାକୁ ନ ଯାଉଥିବା ବେଳେ ୱାନ୍‌ ଓମାଛ ବଂଶ ବୃଦ୍ଧି ପାଇଁ ୧୬ ଦିନ ବଢିଲାସ୍ମାର୍ଟ ମିଟରକୁ ବିରୋଧ ଜାରି ରହିବଟୁ ସିଲିଣ୍ଡର ବିଶିଷ୍ଟ ଭୁଟୁଭୁଟି ମାଛ ଯାଆଁଳଧୀବରଙ୍କୁ ଆତଙ୍କତ କରୁଛି । ତେବେ ସଂଘତରଫରୁ ରାଜ୍ୟ ମତ୍ସ୍ୟ ବିଭାଗ ମନ୍ତ୍ରୀ ଓସଚିବଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତିଯେ କେବଳ ଟ୍ରଲର ଓ ଗିଲେଟିନ ନୁହଁଭୁଟୁଭୁଟି ମଧ୍ୟ ଅପ୍ରେଲ ୧୪ ତାରିଖରୁବନ୍ଦ କରାଯାଉ । ରାଜ୍ୟରେ ଏବେ ୧୯ହଜାର ୭୦୦ ଗୋଟି ଗିଲେଟିନ, ଟ୍ରଲରଓ ଭୁଟୁଭୁଟି ସମୁଦ୍ରରେ ମାଛ ଧରୁଛି ।ଏହି ବ୍ର ିଡିଂ କଟକଣା ସମୟରେ ସମସ୍ତମାଛଧରା ଜଳଯାନ ଉପରେ କଟକଣା ଜାରିକରିବାକୁ ଦାବି ହୋଇଛି । ଧାମରା ଫିସରୀସଂଘର ସଭାପତି ଅଶୋକ ଜେନା, ସମ୍ପାଦକସୁଦର୍ଶନ ଲେଙ୍କା, ଉପଦେଷ୍ଟା ଅଭିମନ୍ୟୁରାଉତ, ନିତାଇ ବେହେରା, ଗୁଇଁମୋହନଜେନା, ପାପା ଜେନା ପ୍ରମୁଖ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.