ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପୂର୍ଣ୍ଣାଙ୍ଗ ବଜେଟ୍‌ ୨୦୨୪-୨୫ : ଜାଣନ୍ତୁ କେଉଁ ଯୋଜନାକୁ ମିଳିଛି କେତେ...

ନୂଆଦିଲ୍ଲୀ, ୨୪/୦୭ : ସଂସଦରେ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ୍‌ ୨୦୨୪-୨୫ । ଏଥିରେ ଶିକ୍ଷା, ନିଯୁକ୍ତି, ଦକ୍ଷତା ବିକାଶ, ପର୍ଯ୍ୟଟନ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ମିଳିଛି ବଳ । ଲକ୍ଷ୍ୟ ହେଉଛି ଦେଶର ଭିତ୍ତିଭୂମିକୁ ମଜଭୁତ କରି ବିକଶିତ ଭାରତ ଆଡ଼କୁ ମାଡ଼ି ଚାଲିବା । ସବୁଥର ପରି ଏଥର ବଜେଟରେ ବି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭିତ୍ତିଭୂମି ପାଇଁ ଦେଇଛନ୍ତି ସ୍ୱତନ୍ତ୍ର ଦୃଷ୍ଟି। ଜାଣନ୍ତୁ କେଉଁ ଯୋଜନାକୁ ମିଳିଛି କେତେ...

ଜାତୀୟ କୃଷି ବିକାଶ ଯୋଜନା- ୭,୫୫୩ କୋଟି

କୃଷିନ୍ନୋତି ଯୋଜନା- ୭,୪୪୭ କୋଟି

ଜାତୀୟ ଆୟୁଷ ମିଶନ- ୧,୨୦୦ କୋଟି

ସମଗ୍ର ଶିକ୍ଷା- ୩୭,୫୦୦ କୋଟି

ପିଏମ୍‌ ପୋଷଣ ଶକ୍ତି ନିର୍ମାଣ- ୧୨,୪୬୭ କୋଟି

ପିଏମ୍‌ ଶ୍ରୀ- ୬,୦୫୦ କୋଟି

ପିଏମ୍‌ ଉଷା- ୧,୮୧୫ କୋଟି

ଆର୍‌ସିଏଚ୍‌ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଜଭୁତ କରିବା, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଜାତୀୟସହରୀ ସ୍ୱାସ୍ଥ୍ୟ ମିଶନ- ୨୮,୭୮୩ କୋଟି

ଭିତ୍ତିଭୂମି ରକ୍ଷଣାବେକ୍ଷଣ(ସ୍ୱାସ୍ଥ୍ୟ ବିଭାଗ)- ୭,୦୦୦ କୋଟି

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା- ୭,୩୦୦ କୋଟି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଅର୍ବାନ)- ୩୦,୧୭୧ କୋଟି

ଅମୃତ ଯୋଜନା- ୮,୦୦୦ କୋଟି

ସ୍ମାର୍ଟ ସିଟି ମିଶନ- ୨,୪୦୦ କୋଟି

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା- ୯,୩୩୯ କୋଟି

ସ୍ୱଚ୍ଛ ଭାରତ ମିଶନ(ସହର)- ୫,୦୦୦ କୋଟି

ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ)- ୭,୧୯୨ କୋଟି

ଜଳ ଜୀବନ ମିଶନ/ଜାତୀୟ ଗ୍ରାମୀଣ ପାନୀୟ ଜଳ ମିଶନ- ୭୦,୧୬୩ କୋଟି

ମନରେଗା- ୮୬,୦୦୦ କୋଟି

ଦୀନଦୟାଲ ଅନ୍ତୋଦୟ ଯୋଜନା- ୧୫,୦୪୭ କୋଟି

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା- ୧୯,୦୦୦ କୋଟି

ପିଏମ୍‌ ବନବନ୍ଧୁ କଲ୍ୟାଣ ଯୋଜନା- ୪,୩୦୦ କୋଟି

ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ- ୨.୦ ୨୧,୨୦୦ କୋଟି

ମିଶନ ଶକ୍ତି- ୩,୧୪୬ କୋଟି

ଫସଲ ବୀମା ଯୋଜନା- ୧୪,୬୦୦ କୋଟି

ପିଏମ୍‌ କିଷାନ ସମ୍ମାନ ନିଧି- ୬୦,୦୦୦ କୋଟି

ଗବେଷଣା ଓ ବିକାଶ- ୧୩,୨୨୮ କୋଟି

ନ୍ୟୁକ୍ଲିୟର ପାୱାର ପ୍ରୋଜେକ୍ଟ- ୨,୨୨୮ କୋଟି

ୟୁରିଆ ସବ୍‌ସିଡି- ୧,୧୯,୦୦୦ କୋଟି

ପିଏମ୍‌ ଗରିବ କଲ୍ୟାଣ ଅନ୍ନ ଯୋଜନା- ୨,୦୫,୨୫୦ କୋଟି

ଏୟାରକ୍ରାଫ୍ଟ ଏବଂ ଏରୋ ଇଞ୍ଜିନ- ୪୦,୨୭୮ କୋଟି

ପ୍ରଡକ୍ସନ ଲିଙ୍କ୍‌ଡ ଇନ୍‌ସେନ୍‌ଟିଭ୍‌ ସ୍କିମ୍‌- ୬,୨୦୦ କୋଟି

ସୀମା ଭିତ୍ତିଭୂମି ଏବଂ ପରିଚାଳନା- ୩,୭୫୭ କୋଟି

ମେଟ୍ରୋ ପ୍ରକଳ୍ପ- ୨୧,୩୩୬ କୋଟି

କର୍ମଚାରୀ ପେନ୍‌ସନ ସ୍କିମ୍‌- ୧୯୯୫ ୧୦,୯୫୦ କୋଟି

ନୂଆ ରୋଜଗାର ସୃଷ୍ଟି ଯୋଜନା- ୧୦,୦୦୦ କୋଟି

ସୋଲାର ପାୱାର(ଗ୍ରୀଡ୍‌)- ୧୦,୦୦୦ କୋଟି

ପିଏମ୍‌ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା- ୬,୨୫୦ କୋଟି

ଏକଲବ୍ୟ ମଡେଲ ସ୍କୁଲ- ୬,୩୯୯ କୋଟି

ସ୍ପେସ୍‌ ଟେକ୍ନୋଲୋଜି- ୧୦,୦୮୮ କୋଟି

ଜାତୀୟ ରାଜପଥ ପ୍ରାଧିକରଣ- ୧,୬୮,୪୬୪ କୋଟି

ନୂଆ ରେଳପଥ- ୩୪,୬୦୩ କୋଟି

ରେଳପଥ ଦୋହରୀକରଣ- ୨୯,୩୧୨ କୋଟି

ରେଳପଥ ନବୀକରଣ- ୧୭,୬୫୨ କୋଟି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.