ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ କିଛି ଘଣ୍ଟାର ଅପେକ୍ଷା..ରଥଖଳାରେ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାରରେ ଲାଗିବ ରଥତ୍ରୟ
  • ||
  • ଉମରକୋଟ: ଆମ୍ବୁଲାନ୍ସ ଧକ୍କାରେ ପୁଅ ମୃତ, ବାପା ଗୁରୁତର
  • ||
  • ଜୁଲାଇ ୨୨ରେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ: ୨୪ରେ ଉପବାଚସ୍ପତି ନିର୍ବାଚନ,୨୫ରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଶନିବାର ଜିମ୍ବାୱେ-ଭାରତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ଗିଲ୍‌ଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଯୁବ ବାହିନୀ
  • ||
  • ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୪ ଦିନ ରହିବେ, ଗୁଣ୍ଡିଚା ଯାତ୍ରା ଦେଖିବେ, ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ
  • ||
  • ରତ୍ନଭଣ୍ଡାର ଗଣତିମଣତି ନେଇ ନବଗଠିତ କମିଟିର ପ୍ରଥମ ବୈଠକ, ଖୋଲିବାର ତାରିଖ ଓ ମୋଡ଼ାଲିଟି ନିର୍ଦ୍ଧାରିତ ହେବ
  • ||
  • ୭ରେ ଲଘୁଚାପ: ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
  • ||

ଟଙ୍କା ଧାର ନ ଦେବାରୁ ଭାଇକୁ ହତ୍ୟା ଘଟଣା, ୫ ଗିରଫ

ଦିଗପହଣ୍ଡି, ୨୯।୬ : କେ.ନୂଆଁ ଗାଁ ଥାନା ଅନ୍ତର୍ଗତ କରବାଲୁଆ ଗାଁରେ ଟଙ୍କା ଧାର ନ ଦେବାରୁ ଭାଇକୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ   କରି କୋର୍ଟ ଚାଲାଣ କରିଛି ପୋଲିସ୍। ଗିରଫ ଅଭିଯୁକ୍ତ ମାନେ ହେଲେ ଭଉଣୀ ସହ ଭଣଜା, ୨ ଭାଣିଜୀ ଓ ଭାଣିଜୀ ଜ୍ବାଇଁ ।

ଗତ ୨୫ ତାରିଖରେ କେ.ନୂଆଗାଁ ଥାନା ଅର୍ନ୍ତଗତ କରବାଲୁଆ ଗାଁରେ ଉତରାଶି ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟିଥିବା ଘଟଣାରେ ଗୁରୁତର ଉତରାଶିଙ୍କୁ ଏମ୍‌କେସିଜିରେ ଭର୍ତ୍ତି ହୋଇ ଚିକିତ୍ସା   ହେଉଥିଲେ।  କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଟଙ୍କା ଧାର ଘଟଣାରେ ଉତରାଶିଙ୍କ ଭଉଣୀ,  ଭଣଜା, ୨ ଭାଣିଜୀ ଓ ଭାଣିଜୀ ଜ୍ବାଇଁ ଙ୍କୁ ଗିରିଫ କରିଥିବା କେ.ନୂଆଁ ଗାଁ ପୋଲିସ  ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣା : ୪ ଗିରଫ,୨ବାଇକ ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.