ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଟ୍ରାକରୁ ଖସିଲା ଅଗରତାଲା- ଲୋକମାନ୍ୟ ତିଲକ, ୮ ବଗି ଲାଇନ ଚ୍ୟୁତ

ନୂଆଦିଲ୍ଲୀ,୧୭/୧୦ : ଟ୍ରାକରୁ ଖସିଲା ଅଗରତାଲା- ଲୋକମାନ୍ୟ ତିଲକ । ଡିବାଲୋଗ ଷ୍ଟେଶନରେ ଅଗରତାଲା- ଲୋକମାନ୍ୟ ତିଲକର ୮ଟି ବଗି ରେଳ ଧାରଣାରୁ ଖସି ପଡ଼ିଛି । ମାତ୍ର ଏହି ଘଟଣାରେ କୌଣସି ଆହତ ହୋଇନାହାନ୍ତି ।

ରେଳବାଇ ପକ୍ଷରୁ କୁହାଯାଇଛି କି ,୧୨୫୨୦ଅଗରତାଲା- ଲୋକମାନ୍ୟ ତିଲକ ଏକ୍ସପ୍ରେସ ଆଜି ସକାଳେ ଅଗରତାଲାରୁ ଛାଡ଼ିଥିଲା । ଲୁମାଡିଂଗ ମଣ୍ଡଳ ଅନ୍ତର୍ଗତ ଦିବାଲୋଗ ଷ୍ଟେଶନରେ ଲୁମାଡିଂଗ- ବଦରପୁର ହିଲ ସେକ୍ଶନରେ ପ୍ରାୟ ୩ : ୫୫ରେ ଟ୍ରାକରୁ ଖସି ପଡ଼ିଥିଲା । ପାଓ୍ବାର କାର୍ ଏବଂ ଇଞ୍ଜିନ ସହ ୮ ବଗି ରେଳ ଧାରଣାରୁ ଓହ୍ଲାଇଯାଇଥିଲା ।  ମାତ୍ର କେହି ଆହତ ହୋଇନାହାନ୍ତି ।
 ଏହି ମାମଲାରେ ଆସାମ ସିଏମ୍ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି କି, ଟ୍ରେନ ୧୨୫୨୦ଅଗରତାଲା- ଏଲଟିଟି ଏକ୍ସପ୍ରେସର ୮ଡବ୍ବା ଆଜି ୩:୫୫ରେ ଲୁମଡିଂ ନିକଟରେ ଡିବାଲୋଗ ଷ୍ଟେଶନରେ ରେଳଧାରଣାରୁ ଖସିଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.