ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୧୮ ଟନ୍ ଗୋମାଂସ ବୋଝେଇ କଣ୍ଟେନର ଜବତ, ଡ୍ରାଇଭର୍ ଅଟକ

ଛତ୍ରପୁର, ୧୬/୦୭ : ଛତ୍ରପୁର ଡିଆରଡିଏ ଛକ ନିକଟରେ ଗୋମାଂସ ବୋଝେଇ କଣ୍ଟେନର ଜବତ କଲା ବଜରଙ୍ଗ ଦଳ। ଖବର ପାଇ ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି କଣ୍ଟେନର ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏବଂ ତାଙ୍କ ସମର୍ଥକ ପହଞ୍ଚି ଏହାକୁ ବିରୋଧ କରିଛନ୍ତି।

ସୂଚନାନୁଯାୟୀ, ଏକ କଣ୍ଟେନର ଯୋଗେ କଲିକତାରୁ ହାଇଦ୍ରାବାଦ ଯାଉଥିଲା ୧୮ ଟନ୍ ଗୋମାଂସ। ଏହାର ଖବର ପାଇ ଛତ୍ରପୁର ଡିଆରଡିଏ ଛକ ନିକଟରେ ଗୋମାଂସ ବୋଝେଇ କଣ୍ଟେନରକୁ ବଜରଙ୍ଗ ଦଳ ଅଟକାଇଥିଲା। ଘଟଣାସ୍ଥଳରେ ଛତ୍ରପୁର ପୋଲିସ ପହଞ୍ଚି କଣ୍ଟେନର ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି। ତେବେ ପୂର୍ବରୁ ବଜରଙ୍ଗ ଦଳ ଚମାଖଣ୍ଡି ଏବଂ ଛତ୍ରପୁର ଥାନା ଅଧୀନରେ ୪ରୁ ଉର୍ଦ୍ଧ୍ଵ ଗୋମାଂସ କଣ୍ଟେନର ଜବତ କରି ପୁଲିସ ଜିମା ଦେଇସାରିଛି।     


 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.