ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ ଏହି ଘଟଣାକୁ କେବେ ଭୁଲି ପାରିବି ନାହିଁ ’ ; ବିଦ୍ୟା ବାଲନ କହିଲେ ନିଜ ଜୀବନର ଏକ ଅଭୁଲା କଥା

Published By : Prameya | March 16, 2025 4:59 PM

ମୁମ୍ୱାଇ : ବିଦ୍ୟା ବାଲନ ବଲିଉଡ୍‌ଙ୍କୁ ଗୋଟିଏ ପରେ ଗୋଟିଏ ଆଇକନିକ୍‌ ଫିଲ୍ମ ଦେଇଛନ୍ତି। ‘କହାନୀ’ , ‘ଦ ଡର୍ଟି ଫିକ୍ଚର’ ଓ ‘ଇଶ୍କିୟା’ ଭଳି ଫିଲ୍ମ ସହ ସେ ପ୍ରତିଥର ନିଜର ଆକ୍ଟିଂ ଦକ୍ଷତାକୁ ପ୍ରତିପାଦିତ କରିଛନ୍ତି। ଅଭିନେତ୍ରୀ ୧୭ ବର୍ଷ ପରେ ଯେବେ ‘ ଭୂଲ ଭୁଲୈୟା-୩ ’ରେ ପୁଣି ଥରେ ମଞ୍ଜୁଲିକାର ଚରିତ୍ରରେ ଫେରି ଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ବିଦ୍ୟା ବାଲନ ଆଜି ଆକ୍ଟିଂର ଦୁନିଆରେ ଏକ ଜଣାଶୁଣା ନାଁ , କିନ୍ତୁ ବଲିଉଡ୍‌ରେ ତାଙ୍କର ଯାତ୍ରା ସହଜ ହୋଇ ନାହିଁ। ବିଦ୍ୟା ବାଲନଙ୍କୁ ଗୋଟେ ସମୟରେ ଇଣ୍ଡଷ୍ଟ୍ରୀରେ ବ୍ୟାଡ୍‌ ଲକ୍‌  ଜଣାଯାଉ ଥିଲା ଏବଂ ତାଙ୍କୁ ଫିଲ୍ମରୁ ଅନେକ ଥର ରିପ୍ଲେସ୍‌ କରାଯାଇଛି। ସାଇନ୍‌ କରାଯିବା ପରେ ମଧ୍ୟ ମେକର୍ସ ତାଙ୍କର ରୋଲ୍‌ ଅନ୍ୟ ଅଭିନେତ୍ରୀଙ୍କୁ ଦେଇ ଦେଉଥିଲେ।

ବିଦ୍ୟା ବାଲନ ଗଲାତା ଇଣ୍ଡିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ , ସେ କିଛି ଦିନ ଯାଏ ଏକ ତାମିଲ ଫିଲ୍ମର ସୁଟିଂ କରିଥିଲେ ,ଏବଂ ତାଙ୍କୁ ରିପ୍ଲେସ୍‌ କରିଦିଆ ଯାଇଥିଲା । ସେ ଫିଲ୍ମମେକରଙ୍କୁ କଲ୍ କଲେ ଏବଂ କହିଲେ କି ସେ ତାଙ୍କୁ ଭେଟିବାକୁ ଚାହାନ୍ତି। ଅଭିନେତ୍ରୀ କହିଛନ୍ତି ଯେ ସେ ନିଜର ମାତାପିତାଙ୍କ ସହ ଚେନ୍ନାଇରେ ପହଞ୍ଚିଲେ। ଅଭିନେତ୍ରୀ କହିଥିଲେ କି ଯେବେ ସେ ଏହି ଫିଲ୍ମ ମେକରଙ୍କ ଅଫିସରେ ବସି ଥିଲେ , ସେତେବେଳେ ତାଙ୍କର ମାତାପିତାଙ୍କ ସାମ୍ନାରେ ଫିଲ୍ମମେକର ତାଙ୍କୁ ସେହି ଫୁଟେଜ୍‌ ଦେଖାଇଲେ ଯାହା ବିଦ୍ୟାଙ୍କ ସହ ରେକର୍ଡ କରାଯାଇ ଥିଲା। ସେ ଅଭିନେତ୍ରୀଙ୍କ ମାତା ପିତାଙ୍କୁ କହିଲେ – କେଉଁଆଡୁ ହିରୋଇନ ଲାଗୁଛନ୍ତି , ତାଙ୍କୁ ଏହା ବି ଜଣାନାହିଁ ଆକ୍ଟିଂ କେମିତି କରାଯାଏ, ତାଙ୍କୁ ଜଣା ନାହିଁ ଡ୍ୟାନ୍ସ କେମିତି କରି ହୁଏ। 

ବିଦ୍ୟା ବାଲନ କହିଛନ୍ତି , ଏହି ଘଟଣା ପରେ ସେ ମାସ ମାସ ଯାଏ ଆଇନାରେ ନିଜ ମୁହଁ ଦେଖିପାରି ନଥିଲେ। ତାଙ୍କୁ ମନେହେଲା ଯେ , ସେ ବହୁତ ଅସୁନ୍ଦର । ଅଭିନେତ୍ରୀ କହିଛନ୍ତି , କାହାକୁ କାହାକୁ ରିପ୍ଲେସ୍‌ କରିବା ବା ପୁଣି ରୋଲ୍‌ରୁ ହଟେଇ ଦେବା ପୂରା ଅଧିକାର ଅଛି। କିନ୍ତୁ ନିଜ ଶବ୍ଦ ସହ ବହୁତ କେୟାରଫୁଲ ରହିବା ଉଚିତ୍‌, କାରଣ ଆପଣଙ୍କ ଶବ୍ଦରେ କାହାକୁ ଶକ୍ତି ଦେବା ବା ତାଙ୍କୁ ଭାଙ୍ଗି ଦେବାର କ୍ଷମତା ଥାଏ । ବିଦ୍ୟା କହିଛନ୍ତି କି ସେ ଏହି ଘଟଣାକୁ କେବେ ଭୁଲି ପାରିବେ ନାହିଁ। କାରଣ ଏହା ସେହି ଶିକ୍ଷା ଥିଲା ଯାହା ତାଙ୍କୁ ଶିଖାଇଲା କି ଲୋକଙ୍କ ସହ ନମ୍ର ହେବା କେତେ ଜରୁରୀ । 

ବିଦ୍ୟାଙ୍କୁ ଏହା କଥା ଜଣାଗଲା , କାରଣ ତାଙ୍କ ନିଜର ସାହସ ଓ ଆତ୍ମସମ୍ମାନ ଶେଷ ହୋଇ ଯାଇ ଥିଲା। ବିଦ୍ୟା ବାଲନଙ୍କ ୱାର୍କ ଫ୍ରଣ୍ଟର କଥା ଯଦି କହିବା ତ ସେ ପୁଣି ଥରେ ପରଦାକୁ ଫେରିବାର ପ୍ରସ୍ତୁତିରେ। ବିଦ୍ୟା ବାଲନ କହିଛନ୍ତି କି କେମିତି ପେଣ୍ଡେମିକ୍ ପରେ ୱିମେନ୍‌ ସେଣ୍ଟ୍ରିକ୍‌ ଫିଲ୍ମ କରିବା ବହୁତ ଚ୍ୟାଲେଞ୍ଜକର ହୋଇ ଯାଇଛ।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.