କଟକ, ୪/୧୦ : ଗାଧୋଇବା ସମୟରେ ମହାନଦୀରେ ବୁଡ଼ି ଦୁଇ ଛାତ୍ର ନିଖୋଜ । ଜଗତପୁର ବାଲି ସାହିରେ ଘଟିଛି ଏହି ଘଟଣା । ଖବରପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୨ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବା ସୂଚନା ମିଳିଛି ।
ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ...