କଟକ, ୮/୧୨ : କଟକର ବିଭିନ୍ନ ହସ୍ପିଟାଲରେ Anm ଓ Gnm ଚାକିରି ଦେବା ନାଁରେ ଠକେଇ । ଠକେଇ ଅଭିଯୋଗରେ ଦୁଇ ଭାଇଙ୍କୁ ବାନ୍ଧିଲା ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଅର୍ଜିତ ମହାନ୍ତି ଓ ଅର୍ପିତ ମହାନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ କାର, ବାଇକ୍ ମୋବାଇଲ ସମେତ ବିଭିନ୍ନ ଜାଲ କାଗଜପତ୍ର ଜବତ । ଗତ ମାସ ୭ ତାରିଖରେ ଠକେଇର ଶିକାର ହୋଇଥିବା ଚାକିରି ଆଶାୟୀ କରିଥିଲେ ଅଭିଯୋଗ ।
ଦିଲ୍ଲୀ ନିର୍ବାଚନକୁ ନେଇ ଅମିତ୍ ଶାହଙ୍କ ବଡ଼ ଭବିଷ୍ୟବା...