ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ତତ୍ପର ରାଜ୍ୟ ପ୍ରଶାସନ, କାର୍ଯ୍ୟକ୍ରମ ସ୍ଥଳକୁ ‘ନୋ ଫ୍ଲାଇଂ ଜୋନ୍‌’ ଘୋଷଣା

Image Courtesy: livemint

ଭୁବନେଶ୍ୱର, ୦୩/୦୭ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତକୁ ନେଇ ତତ୍ପର ହୋଇଛି ରାଜ୍ୟ ପ୍ରଶାସନ । ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମସ୍ଥଳ ଓ ରହଣିସ୍ଥଳକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି । କାର୍ଯ୍ୟକ୍ରମସ୍ଥଳରେ ଡ୍ରୋନ୍‌ କିମ୍ବା ଅନ୍ୟ କୌଣସି ବିମାନ ଉଡ଼ି ପାରିବନି । ସୁରକ୍ଷା ଦୃଷ୍ଟିରୁ ଏହି କଟକଣା ଲାଗିଥିବା ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ କଡ଼ାକଡି଼ ପାଳନ କରାଯିବ ନିର୍ଦ୍ଦେଶମାନା ଜାରି ହୋଇଛି । 

ସୂଚନାନୁଯାୟୀ, ରାଷ୍ଟ୍ରପତି ଆସନ୍ତା ୬ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ତା’ପର ଦିନ ପୁରୀ ଯାଇ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବେ । ଏହାପରେ ୨ ଦିନ ଭୁବନେଶ୍ୱର ଓ ଖୋର୍ଦ୍ଧାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୯ ତାରିଖ ଅପରାହ୍ଣରେ ସେ ଦିଲ୍ଲୀ ଫେରିଯିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.