ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ୟୁଜ ଏଣ୍ଡ ଥ୍ରୋ କପ୍‌ରେ ଦୋକାନୀ ବିକି ପାରିବେନି ଚା’, ବିଏମସି ଲଗାଇଲା କଟକଣା

ଭୁବନେଶ୍ବର, ୧୨।୯ : ୟୁଜ ଏଣ୍ଡ ଥ୍ରୋ କପ୍‌ରେ ଦୋକାନୀ  ବିକି ପାରିବେନି ଚା’। ସିଙ୍ଗଲ ୟୁଜର କପ, କାଗଜ କପ୍‌ରେ ଚା’ ବିକିବା ଉପରେ ମଧ୍ୟ ଲଗାଯାଇଛି କଟକଣା। ଏହି ନିର୍ଦେଶନାମା ଜାରି କରିଛି ବିଏମସି।

 ଭୁବନେଶ୍ବରରେ ଚା’ ଦୋକାନୀଙ୍କ ଉପରେ କଟକଣା ଲଗାଇଛି ବିଏମସି। ୟୁଜ ଏଣ୍ଡ ଥ୍ରୋ କପ୍, ସିଙ୍ଗଲ ୟୁଜର କପ୍‌ରେ ଗ୍ରାହକଙ୍କୁ ଚା’ ଦେଇ ପାରିବେନି ଦୋକାନୀ। ମାଟି କପ ଓ ପୁନଃଉପଯୋଗୀ କପରେ ଚା’ ବିକି ପାରିବେ ଗ୍ରାହକ।  ଖାଦ୍ୟ ଦୋକାନର ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯାଇଛି। ଦୋକାନୀ ମୁହଁରେ ମାସ୍କ, ହାତରେ ଗ୍ଲୋବସ, ଆପ୍ରୋନ ପିନ୍ଧିବେ। ଗ୍ରାହକଙ୍କୁ  ଖାଦ୍ୟ ପରଷିବା ବେଳେ ସ୍କାର୍ଫ ପରିଧାନ କରିବେ।   ବିଏମସି   ନିର୍ଦେଶନାମାରେ   ଦର୍ଶାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.