ପ୍ରମୂଖ ଖବର
  • କଟକ : ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ: ଜଣେ ଉଦ୍ଧାର, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଭଦ୍ରକ : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ଗଭୀର ପାଣିରେ ବୁଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ
  • ||
  • ଭଦ୍ରକ ମେଡିକାଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଚାଲିଗଲା ରୋଗୀଙ୍କ ଜୀବନ
  • ||
  • ବାଲେଶ୍ୱର : ପ୍ରଶାନ୍ତଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା, ପତ୍ନୀଙ୍କୁ ସରକାରୀ ଚାକିରି
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଭାରତ- ପାକ୍ ବିବାଦ ; ଶୈତାନ ସିଂହ କହିଲେ ଦୁଃଖଭରା କାହାଣୀ

Published By : Prameya | April 24, 2025 8:30 PM

ନୂଆଦିଲ୍ଲୀ,୨୪/୪ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଓ୍ବାଘା- ଅଟାରୀ ବର୍ଡ଼ର ବନ୍ଦ କରିଦିଆଯାଇଛି । ଯାହାପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ନା ଏଠାରୁ କେହି ପାକିସ୍ତାନ ଯିବେ ଏବଂ ନା କେହି ପାକିସ୍ତାନରୁ ଭାରତ ଆସିପାରିବେ । ରାଜସ୍ଥାନରେ ରହୁଥିବା ଶୈତାନ ସିଂହଙ୍କ ପାକିସ୍ତାନରେ ଗୁରୁବାର ବିବାହ ଥିଲା, କିନ୍ତୁ ଏବେ ତାଙ୍କୁ ବିବାହ ପୋଷ୍ଟପୋନ କରିବାକୁ ପଡ଼ିଛି । ଯେତେବେଳ ପର୍ଯ୍ୟନ୍ତ ବର୍ଡ଼ର ଖୋଲି ନାହିଁ ସେବେ ଯାଏଁ ବିବାହ କରିପାରିବେ ନାହିଁ ।

ରାଜସ୍ଥାନରେ ରହୁଥିବା ଶୈତାନ ସିଂହଙ୍କ ପାକିସ୍ତାନରେ ବିବାହ ଥିଲା । ଶୈତାନ ସିଂହ ବର୍ଡ଼ର ବନ୍ଦ ହେବାରୁ ବହୁ ନିରାଶ ଅଛନ୍ତି । ତାଙ୍କ କହିବା ଅନୁସାରେ ସୀମା ବନ୍ଦ ହେବା କାରଣରୁ ତାଙ୍କୁ ବିବାହ ପୋଷ୍ଟପୋନ କରିବାକୁ ପଡ଼ିଛି । ଏଏନଆଇ ସହ କଥା ହୋଇ ସେ କହିଛନ୍ତି କି, ବିବାହ ଥିଲା ମୋର, ବନ୍ଦ ହୋଇଯାଇଛି । ଯିବାକୁ ଦେଉନଥିବା କାରଣରୁ ବିବାହ ବନ୍ଦ ହୋଇଯାଇଛି ଏବେ । କ’ଣ କରିବା ବର୍ଡ଼ର ମାମଲା ଅଟେ । ସରକାର ବର୍ଡ଼ର ବନ୍ଦ କରିବାର ନିଷ୍ପତ୍ତି ସଠିକ୍ ନେଇଥିବେ । ଏବେ ଦେଖିବା ଆଗକୁ କ’ଣ ହେଉଛି । ଆତଙ୍କବାଦୀମାନେ ପହଲଗାମରେ ଯାହା କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.