ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବାପାଙ୍କୁ ଆଣିବାକୁ ଘରକୁ ଯାଉଥିଲେ, କେନାଲରେ କାର ବୁଡିଯିବାରୁ ପୁଅର ଚାଲିଗଲା ଜୀବନ

ମାହାଙ୍ଗା,୨୨।୭ : ବାପାଙ୍କୁ ଆଣିବାକୁ ଘରକୁ ଯାଉଥିଲେ, କେନାଲରେ କାର ବୁଡିଯିବାରୁ ପୁଅର ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି। ମୃତକ ଜଣକ ହେଲେ ମାହାଙ୍ଗା ଥାନା ଅନ୍ତର୍ଗତ ଯଇପୁର ଫାଣ୍ଡି ଅଧୀନ ସାହାପୁର ଗ୍ରାମ ପଂଚାୟତ ଅରିଲୋ ଗ୍ରାମ ର   ଅନିଲ କୁମାର ରାଉତ ।

ମାହାଙ୍ଗା ଥାନା ଅନ୍ତର୍ଗତ ଯଇପୁର ଫାଣ୍ଡି ଅଧୀନ ସାହାପୁର ଗ୍ରାମ ପଂଚାୟତ ଅରିଲୋ ଗ୍ରାମର  ବ୍ରହ୍ମା ନନ୍ଦ ରାଉତଙ୍କ ସାନ ପୁଅ ଅନିଲ କୁମାର ରାଉତ (୪୯) ତାଙ୍କ ନିଜ କାର (ନଂ.ଓଡି୦୨ସିବି୮୧୩୬)ରେ ଭୁବନେଶ୍ୱରରୁ ତାଙ୍କ ବାପାଙ୍କୁ ନେବା ପାଇଁ ଘର ଅଭିମୁଖେ ଯାଉଥିଲେ। ଭେଡା ଠାରେ ଭାରସାମ୍ୟ ହରାଇ ପଟାମୁଣ୍ଡାଇ କେନାଲ ମଧ୍ୟକୁ କାରଟି ଖସି ପଡିଥିଲା। ଘଟଣ ସ୍ଥଳରେ କୁଆଁପାଳ ଅଗ୍ନିଶମ ବାହିନୀ ପହଞ୍ଚି ଅନିଲଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.