କଟକ,୪/୯ : ରେଭେନ୍ସାରେ ମଶାଲ ଶୋଭାଯାତ୍ରାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ରେଭେନ୍ସା ନାମ ପରିବର୍ତ୍ତନ ବିତର୍କକୁ ନେଇ ଆଜି ଏକ ମଶାଲ ରାଲି ହେଉଥିଲା । ଏହି ସମୟରେ ହଠାତ୍ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଫଳରେ ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା ।
ପରେ ଉଭୟ ଗୋଷ୍ଠୀକୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି ।