ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପୁରୁଣା ପଲିଥିନ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ଜଳିଗଲା ୫୦ ଲକ୍ଷରୁ ଅଧିକ ସାମଗ୍ରୀ

ବାରିପଦା ୩୦/୦୯: ବାରିପଦା ନିକଟସ୍ଥ ଛାଞ୍ଚ ଅଞ୍ଚଳରେ ଅଗ୍ନିକାଣ୍ଡ। ବହୁ ଦିନରୁ ବନ୍ଦ ପଡିଥିବା ପୁରୁଣା ପଲିଥିନ ଫ୍ୟାକ୍ଟ୍ରିରେ  ଲାଗିଛି ନିଆଁ। ଗ୍ୟାସ୍ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି।  

ସୂଚନା ମୁତାବକ, ବାରିପଦା ୨୮ ନମ୍ବର ୱାର୍ଡରେ ପ୍ରାୟ ୪ ବର୍ଷ ଧରି ବନ୍ଦ ପଡିଥିବା ଏକ ପୋଲିଫ୍ଲେକ୍ସ ଫ୍ୟାକ୍ଟ୍ରିକୁ ପୁନରୁଦ୍ଧାର କରିବା ଲାଗି ଲୋକେ କାମ କରୁଥିଲେ। ଗ୍ୟାସ୍ କଟର ଦ୍ଵାରା ପୁରୁଣା ଯନ୍ତ୍ରପାତି କାଟିବା ବେଳେ  ସେଠାରେ ଥିବା ଛପାକାଳି ଓ ଅନ୍ୟାନ୍ୟ କେମିକାଲରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏନେଇ ଅଗ୍ନିଶମ ବାହିନୀ ଖବର ଦିଆଯାଇଥିଲା। ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଗୋଟିଏ ଦମକଳ ଗାଡି  ଆସି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।  ଫ୍ୟାକ୍ଟ୍ରି ଭିତରେ ଥିବା ଯନ୍ତ୍ରପାତି ଓ ଅନ୍ୟାନ୍ୟ ପ୍ରାୟ ସମସ୍ତ ସାମଗ୍ରୀ ପୋଡ଼ି ଯାଇଛି। ତେବେ କ୍ଷୟକ୍ଷତିର ପରିମାଣ ପ୍ରାୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.