କଟକ ୧୪/୦୯: କାଠଯୋଡ଼ି ନଦୀରେ ଅଘଟଣ ।ଶନିବାର ସକାଳେ ଗାଧୋଇବା ବେଳେ ନଦୀ ସୁଅରେ ଭାସିଗଲେ ବୃଦ୍ଧ। ନିଖୋଜ ବୃଦ୍ଧ ଖୋଜିବା ପାଇଁ ସ୍ଥାନୀୟଲୋକ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀର ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ନିଖୋଜ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ।
‘ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ’କୁ AIMIM ମୁଖ୍ୟ ଅ...