ପ୍ରମୂଖ ଖବର
  • ଗଞ୍ଜାମ : ନିମପଦର ଗାଁରେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ, ପୂର୍ବ ଶତ୍ରୁତାରୁ ହୋଇଥିବା ସନ୍ଦେହ
  • ||
  • ଯାଜପୁର : ମୀନାବଜାର ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା, ଟ୍ରକ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ
  • ||
  • ଖଲ୍ଲିକୋଟ : ମାଳଦ୍ୱୀପରେ ଫସି ରହିଛନ୍ତି ଓଡିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓ କରି ସରକାରଙ୍କୁ ଅନୁରୋଧ
  • ||
  • ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ଅରୁଣ ବୋଥ୍ରା
  • ||
  • କାମାକ୍ଷାନଗର : ଟ୍ରେନ୍‌ ଲାଇନରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଦୁଇ ମହଲା ଛାତ ଉପର ଚଢି ଲୁଟ୍‌ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ହଟହଟା, ମହିଳାଙ୍କୁ ଗିରଫ କରି ନେବା ବେଳେ ଗାଡି ଅଟକାଇଲେ ପରିବାର ଲୋକେ
  • ||
  • ଆଜି ଦେଶର ୪୫ଟି ସ୍ଥାନରେ ରୋଜଗାର ମେଳା, ୭୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି
  • ||
  • ଖଲ୍ଲିକୋଟ : କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି, ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଲମତାପୁଟ : ଲଗାଣ ବର୍ଷା ପରେ ଫେରିଲା ଶୀତ, ଚାଷ କାମରେ ବାଧକ ସାଜୁଛି ପାଗ ପରିବର୍ତ୍ତନ
  • ||
  • ଆଠମଲ୍ଲିକ : ଘାଟିରେ ଓଲଟିଲା ମିନିଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ହେଲ୍ପର ଏବଂ ଡ୍ରାଇଭର
  • ||
  • ବ୍ରାଜିଲରେ ବିମାନ ଦୁର୍ଘଟଣା: ୧୦ ମୃତ, ୧୫ ଗୁରୁତର
  • ||
  • ମଙ୍ଗଳବାରଠୁ ପୁଣି ବର୍ଷା,୨୫ରେ ୫ ଜିଲ୍ଲାରେ ଭାରୀ ବର୍ଷା ସମ୍ଭାବନା: ନୂଆବର୍ଷରୁ ଶୀତ ବଢ଼ିବ
  • ||
  • ଭୁବନେଶ୍ୱର : ଯୁବକଙ୍କୁ ଆକ୍ରମଣ କଲେ ୪ ଦୁର୍ବୃତ୍ତ, ବାନ୍ଧବୀଙ୍କୁ କରିନେଲେ ଅପହରଣ
  • ||

ଛତିଶଗଡ଼ ରାଜକୁମାର ମହାବିଦ୍ୟାଳୟରେ ଖୋଲିଲା ନୀଳଗିରି ଇ-ଲାଇବ୍ରେରୀ

Published By : Prameya | December 22, 2024 10:00 PM

ନୀଳଗିରି, ୨୨/୧୨:- ଛତିଶଗଡ଼ ରାଜ୍ୟରେ ଥିବା ରାଜକୁମାର ମହାବିଦ୍ୟାଳୟଟି ୧୮୮୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ଯେଉଁଠି ରାଜା ମହାରାଜାମାନେ ପାଠ ପଢ଼ୁଥିଲେ ସେହି ମହାବିଦ୍ୟାଳୟରେ ନୀଳଗିରି ଇ-ଲାଇବ୍ରେରୀ ଖୋଲାଯାଇଛି। ପଦ୍ମଶ୍ରୀ ରାଜକୁମାରୀ ଅଶ୍ୱତୀ ତିରୁନାଲ ଗୌରୀ ଲକ୍ଷ୍ମୀ ବାଇଙ୍କ ଦ୍ୱାରା ଏହା ଉଦଘାଟନ ହୋଇଛି।

 ଏହି ଅବସରରେ ରାଜକୁମାର କଲେଜର ସଭାପତି, ଚେୟାରମ୍ୟାନ, କଲେଜ ପରିଚାଳନା କମିଟିର ସମସ୍ତ ସଦସ୍ଯ   ସମେତ କର୍ମଚାରି ମାନେ ଉପସ୍ଥିତ ରହିଥିବାବେଳେ ବାଲେଶ୍ବର ନୀଳଗିରି ରାଜାସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଣିସାହେବା ମନୋଜାମଞ୍ଜରୀ ମର୍ଦ୍ଦରାଜ ହରିଚନ୍ଦନ ସମେତ ନୀଳଗିରି ରାଜପରିବାର ଅନେକ ସଦସ୍ଯ ଉପସ୍ଥିତ ଥିଲେ। 

ସୂଚନା ଯେ, ନୀଳଗିରିର ଐତିହ୍ୟ, ଇତିହାସ, ରାଜାଶାସନ ତଥା ଭାରତ ଓ ବିଶ୍ବର ବିଭିନ୍ନ ପ୍ରସଙ୍ଗ ଓ କଥା ଏହି ନୀଳଗିରି ଇ-ଲାଇବ୍ରେରୀରେ ସାମିଲ କରା‌ଯିବ ବୋଲି କୁହାଯାଇଛି। ଏହା ନୀଳଗିରି ଗଡଜାତ ମାଟି ପାଇଁ ଗୈରବର ବିଷୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.