ପ୍ରମୂଖ ଖବର
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନି ଠାକୁରଙ୍କ ନବଯୌବନ ଦର୍ଶନ, ୧୪ ଦିନ ପରେ ସୁସ୍ଥ ହେଲେ ମହାବାହୁ

Published By : Swapna Ray | June 26, 2025 12:07 PM

ନୀଳଗିରି, ୨୬/୬: ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ତିନିଠାକୁରଙ୍କ ନବଯୌବନ ଦର୍ଶନ । ଅଣସରବରରେ ୧୪ ଦିନ ରହିବା ପରେ ଦଶମୁଳି ଖାଇବା ପରେ ସୁସ୍ଥ ହୋଇଛନ୍ତି ମହାବାହୁ । ଗୁରୁବାର ତିନିଠାକୁରଙ୍କ ରାଜନୀତି ବନ୍ଦାପନା ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ରାଣୀ ମନୋଜା ମଞ୍ଜରୀ ଦେବୀ କରିବା ପରେ ନେତ୍ର ଦାନ ମହାପ୍ରଭୁଙ୍କୁ କରାଯାଇଥିଲା । ପରେ ମଙ୍ଗଳଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ନେତ୍ର ଉତ୍ସବ ବନ୍ଦାପନା, ସାହାଣମେଲା ନୀତି ସମାପନ ହୋଇଛି । ପରେ ତିନିଠାକୁର ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.