ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ସଚିନ ତେନ୍ଦୁଲକର- ବିରାଟ କୋହଲୀ ନୁହେଁ ବରଂ ଏହି ଖେଳାଳୀ ଅଟନ୍ତି ବିଶ୍ବ କ୍ରିକେଟର ସବୁଠାରୁ ଟ୍ୟାଲେଣ୍ଟେଡ ବ୍ୟାଟର, ରିକି ପଣ୍ଟିଂ କହିଲେ

ନୂଆଦିଲ୍ଲୀ, ୫/୧୦ : ବିଶ୍ବ କ୍ରିକେଟରେ ସବୁଠାରୁ ଟ୍ୟାଲେଣ୍ଟେଡ ବ୍ୟାଟର କିଏ । ଏହି ପ୍ରଶ୍ନରେ ପୂର୍ବତନ ଅଷ୍ଟେ୍ରଲିଆ ଅଧିନାୟକ ରିକି ପଣ୍ଟିଂ ରିଆକ୍ଟ କରିଛନ୍ତି । ପଣ୍ଟିଂ ସେହି ବ୍ୟାଟରଙ୍କ ନାଁ କହିଛନ୍ତି ଯାହାଙ୍କୁ ସେ ବିଶ୍ବ କ୍ରିକେଟର ସବୁଠାରୁ ଟ୍ୟାଲେଣ୍ଟଡ ବ୍ୟାଟର କହିଥାନ୍ତି । ପଣ୍ଟିଂ ସେହି ବ୍ୟାଟରଙ୍କ ବିଷୟରେ କହିଛନ୍ତି କି ସେ ନିଜ ଲାଇଫରେ ତାଙ୍କ ଭଳି ବ୍ୟାଟର ଦେଖି ନାହାନ୍ତି । ସ୍କାଇ ସ୍ପୋର୍ଟ୍ସ ସହ କଥା ହେବା ସମୟରେ ପଣ୍ଟିଂ ସେହି ବ୍ୟାଟରଙ୍କ ବିଷୟରେ କହିଛନ୍ତି । ଜଣେ ଫ୍ୟାନଙ୍କ ପ୍ରଶ୍ନରେ ରିଆକ୍ଟ କରି ପଣ୍ଟିଂ ନିଜ ପସନ୍ଦ ବିଷୟରେ କହିଛନ୍ତି । ପୂର୍ବତନ ଅଷ୍ଟେ୍ରଲିଆ ଅଧିନାୟକ ସଚିନ ତେନ୍ଦୁଲକର, ବିରାଟ କୋହଲୀ କିମ୍ବା ଭିଭିୟାନ ରିଚାର୍ଡ୍ସଙ୍କ ନାଁ ନେଇ ନାହାନ୍ତି ।

ପଣ୍ଟିଂ ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟର ବ୍ରାୟନ ଲାରାଙ୍କୁ ବିଶ୍ବ କ୍ରିକେଟର ସବୁଠାରୁ ଟ୍ୟାଲେଣ୍ଟେଡ ବ୍ୟାଟରର ଆଖ୍ୟା ଦେଇଛନ୍ତି । ପଣ୍ଟିଂ ଲାରାଙ୍କୁ ନେଇ କହିଛନ୍ତି କି , ନିଜ ଲାଇଫରେ ମୁଁ ତାଙ୍କ ଭଳି ବ୍ୟାଟର ଦେଖି ନାହିଁ । ‌ସେ ସ୍ବଭାବିକ ରୂପରେ ବହୁ ଟ୍ୟାଲେଣ୍ଟେଡ ଥିଲେ । ମୁଁ ତାଙ୍କୁ ବିଶ୍ବ କ୍ରିକେଟର ‘ଅଲ ଟାଇମ୍ ଗ୍ରେଟ’ ମାନିଥାଏ । ଲାରାଙ୍କ କ୍ୟାରିୟର କଥା ଯଦି କୁହାଯାଏ ତ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ ଭେଟରାନ ଟେଷ୍ଟରେ ୧୩୧ମ୍ୟାଚ୍ ଖେଳିଛନ୍ତି ଏବଂ ପ୍ରାୟ ୧୧୯୫୩ରନ କରିଛନ୍ତି । ଲାରା ଟେଷ୍ଟରେ ୩୪ଶତକ ଏବଂ ୪୮ଅର୍ଦ୍ଧଶତକ ମାରିଛନ୍ତି । ଲାରାଙ୍କ ନାମରେ ଟେଷ୍ଟରେ ସବୁଠାରୁ ବଡ଼ ପାଳି ଯାହାକି ୪୦୦ରନ କରିବାର ବିଶ୍ବ ରେକର୍ଡ଼ ଅଛି । ଲାରା ଓ୍ବାନଡେରେ ୨୯୯ମ୍ୟାଚ ଖେଳିଥିଲେ ଏବଂ ୧୦୪୦୫ରନ କରିବାରେ ସଫଳ ରହିଛନ୍ତି । ଓ୍ବାନଡେରେ ଲାରାଙ୍କ ନାମରେ ୧୯ଶତକ ଏବଂ ୬୩ଅର୍ଦ୍ଧଶତକ ସାମିଲ ଅଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.