ଭଦ୍ରକ, ୧୩।୩ : ଭଦ୍ରକରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଏହି ଛୁଟି ବାତିଲ କରିଛନ୍ତି । ତିନି ଦିନ ୧୪ ମାର୍ଚ୍ଚରୁ ୧୬ ମାର୍ଚ୍ଚ ଯାଏ ଛୁଟି ରହିଛି। ଏହା ଭିତରେ ହୋଲି ପର୍ବ ରହିବ। ଭଦ୍ରକରେ ଉପୁଜିପାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି। ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁଁ ତ୍ଵରିତ ପଦକ୍ଷେପ ନେବା ସମ୍ଭବ ନୁହେଁ। ହୋଲିରେ ବିଶେଷ କରି ରାସ୍ତାରେ ଯୁବକ ବୁଲି ଆଇନ୍ ଶୃଙ୍ଖଳାକୁ ଚାଲେଞ୍ଜ ଦେଇପାରନ୍ତି। ତେଣୁ ସମସ୍ତଙ୍କୁ ଭଦ୍ରକ ମୁଖ୍ୟାଳୟରେ ରହିବାକୁ ଚିଠି କରିଛନ୍ତି ଜିଲ୍ଲାପାଳ।

କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ...