ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ’ ଖତରୋ କେ ଖିଲାଡି ସିଜନ ୧୪ର ବିଜେତା ହେଲେ କରଣଭୀର ମେହେରା

ନୂଆଦିଲ୍ଲୀ,୩୦/୦୯ : ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ’ଖତରୋ କେ ଖିଲାଡି ସିଜନ ୧୪ ଶେଷ ହୋଇଛି । ଶୋ' କୁ ତାର ବିଜେତା ମିଳିଛି । ଟେଲି ଅଭିନେତା କରଣଭୀର ମେହେରା ଏହି ସିଜିନର ବିଜେତା ହୋଇଛନ୍ତି । ଏହି ରିଏଲିଟି ସୋ' ଗତ ୩ ମାସ ଧରି ଚାଲିଥିଲା  । ଶୋ’ରେ ସମସ୍ତ ପ୍ରତିଯୋଗୀଙ୍କୁ ହରାଇ ଟ୍ରଫି ହାତେଇଛନ୍ତି କରଣଭୀର। ପୁରସ୍କାର ରାଶି ସହିତ ସେ ଏକ ଚମତ୍କାରୀ ଟୟୋଟା କାର ମଧ୍ୟ ପାଇଛନ୍ତି। ସେହିପରି ଏହି ଟ୍ରଫି ଜିତିବା ପରେ କରଣଭୀର ବେଶ ଖୁସିଥିବା କହିଛନ୍ତି । କରଣଭୀରଙ୍କ ବ୍ୟତୀତ ରନରଅପ୍ ହୋଇଛନ୍ତି ଗସମୀର ମହାଜନୀ ଓ କ୍ରିଷ୍ଣା ଶ୍ରଫ୍ । ତେବେ ଫାଇନାଲରେ କରଣ ବୀର ,ଅଭିଷେକ କୁମାର, ଗଶ୍ମିର ମହାଜନୀ, ଶାଲିନ ଭନୋତ୍‌ ଏବଂ କୃଷ୍ଣା ଶ୍ରଫଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। 

ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ କରଣ ଲୋକପ୍ରିୟ ରିଆଲିଟି ସୋ ଖତରୋଁ କେ ଖିଲାଡି ସିଜନ ୧୪ର ଟାଇଟଲ ଜିତିଛନ୍ତି।  ଗ୍ରାଣ୍ଡ୍ ଫାଇନାଲ୍ ର ଶେଷ ଷ୍ଟଣ୍ଟରେ କରଣ ପ୍ରତ୍ୟେକ ବିପଜ୍ଜନକ ଷ୍ଟଣ୍ଟକୁ ବହୁତ ଭଲ ପ୍ରଦର୍ଶନ କରିଥିଲେ । ଏହି ଶୋ’ଜିତିବା ପରେ କରଣ  ଟ୍ରଫି, ପୁରସ୍କାର ରାଶି ଏବଂ ଏକ କାର ପାଇଥିଲେ । ଶ୍ରେଷ୍ଠ ୫ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୨୯ ସେପ୍ଟେମ୍ବରରେ ଶୋ’ର ବିଜେତା ଘୋଷଣା ହୋଇଥିଲା । କରଣ କେବଳ 'ଖତରୋଁ କେ ଖିଲାଡି ୧୪' ଟ୍ରଫି ଜିତି ନାହାଁନ୍ତି ବରଂ ତାଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ପାଇଛନ୍ତି। ଏହା ବ୍ୟତୀତ ଏକ ଟୟୋଟା କାର ମଧ୍ୟ ଜିତିଥିଲେ।  କରଣ ଶୋ’ରେ ପ୍ରତ୍ୟେକ ଷ୍ଟଣ୍ଟ ଏବଂ ଟାସ୍କକୁ ବହୁତ ଉତ୍ସାହର ସହିତ ପ୍ରଦର୍ଶନ କରିଛନ୍ତି। କରଣ ମେହେରା ଟ୍ରଫି ସହିତ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.