ବଲାଙ୍ଗୀର,୨୬/୦୭: ସୋନପୁର ଜିଲ୍ଲା ତରଭା ପ୍ରତିନିଧି ରାଜକୁମାର ମାହାନାଙ୍କ ଏକ ଦୁର୍ଘଟଣାରେ ମୃତ୍ୟ ହୋଇଛି । ଶନିବାର ସକାଳୁ ସେ ପେପର ଦେଇଯାଉଥିବା ସମୟରେ ଦୁର୍ଘଟଣା ହେଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଆରମ୍ଭରୁ ପ୍ରମେୟ ପରିବାର ସହ ଜଡ଼ିତ ଥିଲେ ।

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଉପରେ ପ୍ରଥମ ଥର ପ୍ରତିକ୍ରିୟ...