ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ବର୍ଷ ଆରମ୍ଭକୁ ଇତିହାସ ରଚିଲେ ବୁମରା, ଭାଙ୍ଗିଲେ ଅଶ୍ବିନୀଙ୍କ ରେକର୍ଡ

Published By : Ankita S | January 1, 2025 3:10 PM

ନୂଆଦିଲ୍ଲୀ,୦୧/୦୧: ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ସଦ୍ୟ ରାଙ୍କିକ ଜାରି କରିଛି । ଏଥରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଧମାଲ କରିଛନ୍ତି । ବର୍ଷ ଆରମ୍ଭରୁ ଇତିହାସ ରଚିଛନ୍ତି ବୁମରା । ଆଇସିସି ଟେଷ୍ଟ ବୋଲିଂ ରାଙ୍କିକରେ ନମ୍ବର ୱାନ ସ୍ତାନ କବଜା କରିଛନ୍ତି । ରାଙ୍କିଙ୍କ ପଏଣ୍ଟ ୯୦୭ ହୋଇଛି ।

ବୁମରା ଏହି ପଏଣ୍ଟ ହାସିଲ କରିବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ଏହା ସହିତ ପୂର୍ବ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହାପୂର୍ବରୁ ୨୦୧୬ରେ ୯୦୪ ପଏଣ୍ଟ ହାସଲ କରିଥିଲେ ଅଶ୍ବିନୀ । ବୁମରା ଅଷ୍ଟ୍ରେଲିଆ ବିପକ୍ଷରେ ଧମଦାର ବୋଲିଂ କରିଥିଲେ  । ଯାହାର ଫାଇଦା ଆଇସିସି ରାଙ୍କିଙ୍କ ହାସଲ କରିବାରେ ସହାୟକ ହୋଇଛି ।

ବୁମରା ୯୦୭ ପଏଣ୍ଟ ସହ ଇଂଲଣ୍ଡର ସ୍ପିନର ଡେରେକ ଅଡରବୁଡଙ୍କ ସହ ୧୭ତମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଇଂଲଣ୍ଡର ଦ୍ରୁତ ବୋଲର ସିଜନୀ ବାର୍ନ ୯୩୨ ପଏଣ୍ଟ, ଜର୍ଜ ଲୋହମେନ ୯୩୧ ପଏଣ୍ଚ ସହ ଶୀର୍ଷରେ ରହିଛନ୍ତି । ଇମରାନ ଖାନ ୯୨୨ ଏବଂ ମୁଥେୟା ମୁରଲୀଧନନ ୯୨୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ ବୁମରା ଟପ୍ ୱିକେଟ ଟେକର ହୋଇଛନ୍ତି । ୪ଟି ମ୍ୟାଚରେ ସେ ୮ଟି ପାଳିରେ ମୋଟ ୩୦ଟି ୱିକେଟ ନେଇଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.