ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଭାରତ- ଆମେରିକା ତିକ୍ତତା ଭିତରେ ପନ୍ନୁ ଉପରେ ଦିଲ୍ଲୀରୁ ବଡ଼ ଆକ୍ସନ୍‌; 'ଶିଖ୍‌ ଫର୍‌ ଜଷ୍ଟିସ୍‌' ଉପରେ ପୁଣି ଲାଗିବ ପ୍ରତିବନ୍ଧକ

Image source: NBT

ନୂଆଦିଲ୍ଲୀ,୦୮/୦୭: ଆସନ୍ତା ପାଞ୍ଚ ବର୍ଷ ପାଇଁ ୟୁଏପିଏ ଅଧୀନରେ ଶିଖ୍ ଫର ଜଷ୍ଟିସ୍ (SFJ) କୁ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ମିଳିଥିବା ନୂତନ ପ୍ରମାଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ତଥ୍ୟ ଶିଖ୍ ଫର ଜଷ୍ଟିସ୍ ଏବଂ ଆମେରିକୀୟ ନାଗରିକ ଗୁରୁପତବନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଏକିକୃତ କରାଯାଇଛି। ଗତ ବର୍ଷ ଏହି ସଂସ୍ଥା ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ମଧ୍ୟ ଏହାର ସମ୍ପତ୍ତିକୁ ବାଜାପ୍ତି କରିଥିଲା।

୨୦୧୯ରେ ଲାଗିଥିବା ପ୍ରତିବନ୍ଧକ: 

ଆତଙ୍କବାଦ ବିସ୍ତାର ପାଇଁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (ୟୁଏପିଏ) ଅନୁଯାୟୀ ୧୦ ଜୁଲାଇ ୨୦୧୯ ରେ ଏସ୍‌ଏଫ୍‌ଜେକୁ ପ୍ରଥମେ ଭାରତରେ ନିଷେଧ କରାଯାଇଥିଲା। ଏନଆଇଏ ଅନୁଯାୟୀ ପଞ୍ଜାବ ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଆତଙ୍କବାଦ ବିସ୍ତାର ତଥା ଆତଙ୍କବାଦୀ କାର୍ଯ୍ୟକଳାପ କରିବାରେ ପନ୍ନୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଏଥିସହ ଏଜେନ୍ସି କହିଛି ଯେ ଏହାର ସଂଗଠନ 'ଶିଖ୍ ଫର ଜଷ୍ଟିସ୍' ସାଇବର ସ୍ପାଏଓୟାର ଅପବ୍ୟବହାର କରି ନିରୀହ ଯୁବକମାନଙ୍କୁ ବିଭ୍ରାନ୍ତ କରୁଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସେମାନଙ୍କୁ ଉତ୍ସାହିତ କରୁଛି।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ବାରା ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଗୁରୁପତବନ୍ତ ସିଂ ପନ୍ନୁ 'ଶିଖ୍ ଫର ଜଷ୍ଟିସ୍' ର ମୁଖ୍ୟ ଅପରେଟର ଅଟେ। ସେ ଏକ ପୃଥକ ଦେଶ 'ଖଲିସ୍ତାନ' ସୃଷ୍ଟି ପାଇଁ ସଂଗ୍ରାମ କରିବାକୁ ସୋସିଆଲ ମିଡିଆ ମାଧ୍ୟମରେ ପଞ୍ଜାବର ଗ୍ୟାଙ୍ଗଷ୍ଟର ଏବଂ ଯୁବକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ଯାହାକି ଭାରତର ସୁରକ୍ଷା, ଅଖଣ୍ଡତା ଏବଂ ସାର୍ବଭମତ୍ୱ ବିରୁଦ୍ଧରେ ଅଟେ। ଏନଆଇଏ ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ପନ୍ନୁ ସର୍ବସାଧାରଣରେ ଭାରତୀୟ କୂଟନୀତିଜ୍ଞ ତଥା ସରକାରୀ କର୍ମଚାରୀଙ୍କୁ ଧମକ ଦେଉଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.